Friday, November 20, 2026
ADVERTISEMENT
Home ଆଞ୍ଚଳିକ ସିଏଏକୁ ନେଇ ସଚେତନ କଲେ କେନ୍ଦ୍ରମନ୍ତ୍ରୀ

ସିଏଏକୁ ନେଇ ସଚେତନ କଲେ କେନ୍ଦ୍ରମନ୍ତ୍ରୀ

269
ADVERTISEMENT

ବ୍ରହ୍ମପୁର,୧୦।୧(ଡି.ଏଚ/ହିମାଂଶୁ ପାଢୀ) : ସିଏଏ (ନାଗରିକତା ସଂଶୋଧନ ଆଇନ)କୁ ନେଇ ଲାଗିରହିଥିବା ଦ୍ବନ୍ଦକୁ ଲୋକକଂ ମନରୁ ଦୂର କରିବା ପାଇଁ କେନ୍ଦ୍ର ଜଗଂଲ ଓ ପରିବେଶ ମନ୍ତୀ ବାବୁଲ ସୁପ୍ରିୟ ଓ ବିଜେପି ରାଷ୍ଟ୍ରୀୟ ଉପାଧଷ ଓ ପ୍ରବକ୍ତା ବୈଜୟନ୍ତ ପଣ୍ଡା ରେଶମ ସହର ବ୍ରହ୍ମପୁରରେ ଡାଏମଣ୍ଡଟେକଂ ରୋଡ ଠାରେ ଆୟୋଜିତ ଏକ ପଥପ୍ରାନ୍ତ ସଭାରେ ଲୋକଙ୍କୁ ବୁଝାଇବା ସହ ସଚେତନ କରାଇଥିଲେ। ଦେଶ ଏବେ ସଶକ୍ତ ହୋଇଛି । ଦେଶରେ ରହୁଥିବା ବିଦେଶୀଙ୍କୁ ଭାରତର ନାଗରିକତା ପ୍ରଦାନ କରିବାକୁ ଏହି ବିଲ ଲାଗୁ କରାହୋଇଛି ।

ଯେଉଁ ଦଳ ମାନେ ଏହାକୁ ବିରୋଧ କରୁଛନ୍ତି ସେମାନେ ଦେଶର କି ବାହାର ଦେଶରୁ ଆସି ଆମଦେଶରେ ରହୁଛନ୍ତି ତାକୁଂ ଶୁଭ ଦ୍ରୃଷ୍ଟିରେ ଦେଖୁନାହାନ୍ତି। “ବାଟରେ ଚାଲୁ ଚାଲୁ ଦେଖାହୁଏ “ଗୀତ ଗାଇ ଲୋକକୁଂ ନଚାଇଥିଲେ ବ୍ରହ୍ମପୁର ବାସୀ ମୋତେ ଆଜି ୪କିମି ଚଲାଇ ବହୁ ସ୍ନେହ ଦେଇଥିବାରୁ ଓଡିଆରେ ବକ୍ତବ୍ୟ ରଖିବାସହ ଗୀତ ଗାଇ ସମପିତ କରିଥିଲେ।ବ୍ରହ୍ମପୁର ଜିଲ୍ଲା ସଭାପତି ବିଭୂତି ଜେନା,ଭ୍ରୃଗୁବକ୍ସି ପାତ୍ର,ଅନିତା ଶୁଭଦଶନୀ,ପିକିଂ ପ୍ରଧାନ,କାହ୍ନୁ ପତି,ରଂଜନ ପୋଲାଇ,ଗୋକୁଳାନନ୍ଦ ମଲ୍ଲିକ,ସୁନୀଲ ସାହୁକଂ ସହ ଶତାଧିକ ନେତା,କମୀ ମାନେ ଯୋଗଦେଇଥିଲେ । ସଭାକୁ ସଫଳ କରିଥିବାରୁ ବୈଜୟନ୍ତ ପଣ୍ଡା ସମସ୍ତକୁଂ ସାଧୁବାଦ ଦେଇଥିଲେ ।

Advertisement