କନ୍ଧମାଳ,୯/୧(ଡି.ଏଚ/ଟିକି ଦଣ୍ଡିଆ) : କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡି ଠାରେ ଶୀତ ମହୋତ୍ସବ ଉଦଘାଟନ ହୋଇଯାଇଛି ଏହି ଉଦଘାଟନ ସମାରୋହରେ ମୁଖ୍ୟ ଅତିଥି ଓଡ଼ିଶାର ମାନ୍ୟବର ଜଙ୍ଗଲ ପରିବେଶ ମନ୍ତ୍ରୀ ଶ୍ରୀ ବିକ୍ରମ ଆରୁଖ, ମୁଖ୍ୟ ବକ୍ତା ଦେବି ପ୍ରସାଦ ମିଶ୍ର ଓ କନ୍ଧମାଳ ଜିଲ୍ଲାର ଫୁଲବାଣୀ ବିଧାୟକ ଅଙ୍ଗଦ କହଁର, ଘୁ ଉଦୟଗିରି ବିଧାୟକ ସାଲୁଗା ପ୍ରଧାନ, ବାଲିଗୁଡ଼ା ବିଧାୟକ ଚକ୍ରମଣି କହଁର, ଦାରିଙ୍ଗବାଡି ବ୍ଲକ ଅଧକ୍ଷା ସୂବେନ୍ତି ପ୍ରଧାନ, ଯୋଗଦେଇଥିବା ସହ ପ୍ରଥମ ଦିନରେ 14ଟି କଳାକାର କନ୍ଧମାଳ ଓ ବାହାର ଜିଲ୍ଲାରୁ ଆସି ନୃତ୍ୟ ପରିବେଶଣ କରିବା ସହ ଦେଖ ଖବର ରଖ ନଜରର କଳାକାର,ଯଲିଉଡ଼ କଳାକାର ଓ ଅର୍କେଷ୍ଟ୍ରା ଐଶ୍ଵରିୟା ସେ ବହୁତ ଫିଲ୍ମରେ ଅଭିନୟ କରିଛନ୍ତି । ମହୋତ୍ସବରେ ବହୁତ ଜନସାଧାରଣ ଉପସ୍ଥିତ ରହିବା ସହ ଦାରିଙ୍ଗବାଡିର ସମସ୍ତ ବଣିକ ସଙ୍ଘ, ଅଟୋ ମାଲିକ ସଙ୍ଘ, ଅନେକ ଏନଜିଓ,ବିଭିନ୍ନ ବିଭାଗର ଅଫିସର କର୍ମଚାରୀ ସହଯୋଗ କରିଛନ୍ତି ।


















