Friday, November 20, 2026
ADVERTISEMENT
Home ଆଞ୍ଚଳିକ କନ୍ଧମାଳରେ ଭାରତ ବନ୍ଦର ପ୍ରଭାବ

କନ୍ଧମାଳରେ ଭାରତ ବନ୍ଦର ପ୍ରଭାବ

248
ADVERTISEMENT

କୋଟଗଡ଼,୯/୧(ଡି.ଏଚ/ନଳିନୀ କାନ୍ତ ମିଶ୍ର) : କନ୍ଧମାଳ ଜ଼ିଲ୍ଲା କୋଟଗଡ଼ ବ୍ଲକରେ ଭାରତ ବନ୍ଦର ସେତଟା ପ୍ରଭାବ ପଡିନଥିଲା କିଛିଟା ଦୋକାନ ବାଡ଼ି ଖୋଲା ଥିଲା ଓ ସରକାରୀ ଅଫିସ ଗୁଡିକ ବନ୍ଦ ଥିଲା ଓ କଲେଜ ହାଇସ୍କୁଲ ଓ ଶିକ୍ଷା ଅନୁଷ୍ଠାନ ଗୁଡାକ ବନ୍ଦ ଦେଖିବାକୁ ମିଳିଥିଲା ଓ ମେଡିକାଲ ଓ ମେଡିସିନଷ୍ଟୋର ଖୋଲା ଥିଵାଦେଖିବାକୁ ମିଳିଥିଲା ଓ ସେହି ପରି ତୁମିଡ଼ବନ୍ଦ ବ୍ଲକରେ ମଧ୍ୟ ସରକାରୀ ଅଫିସ ବନ୍ଦ ଥିଲା ବ୍ଲକ ଅଫିସ ଓ ତହସିଲି ଅଫିସ ଓ ଫୋରେଷ୍ଟ ଅଫିସ ବନ୍ଦଥିଲା ଓ ସରକାରୀ ମେଡିକାଲ ଅଫିସ ଖୋଲା ଥିଲା ଓ ତୁମଡ଼ବନ୍ଧ ବ୍ଲକ ର କୁର୍ତ୍ତମଗଡ଼ ଠାରେ ଏକ ବୁଧବାର ହାଟଥିଵା ରୁ ଲୋକମାନେ ହାଟକୁ ଆସି ବହୁତ ହଇରାଣରେ ପଡିଥିଲେ ଦୋକାନ ବନ୍ଦ ଥିବାରୁ ଭୋକଉପାସରେ ହଇରାଣ ହୋଇ ଗ୍ରାମକୁ ଗଲେ ଓ ସେହିପରି କୁରତମଗଡ଼ ପଂଚାୟତର ପରପଙ୍କl ଗ୍ରାମର ଉଚ୍ଚ ବିଦ୍ୟାଳୟ ଓ ଗଦ୍ର୍ୟଙ୍ଗିଆ ଠାରେ ସ୍କୁଲ ବନ୍ଦ ଥିଲା

Advertisement