Saturday, November 21, 2026
ADVERTISEMENT
Home ଆଞ୍ଚଳିକ ଗଂଜେଇ ଚାଷୀଙ୍କ ନିଦ ହଜିଗଲାଣି

ଗଂଜେଇ ଚାଷୀଙ୍କ ନିଦ ହଜିଗଲାଣି

279
ADVERTISEMENT

ବାଲିଗୁଡ଼ା,୭।୧(ଡି.ଏଚ/ଟିକି ଦଣ୍ଡିଆ) : କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ପୋଲିସ ଦ୍ୱାରା ଚାଲିଥିବା ଗଞ୍ଜେଇ ଗଛକଟାକୁ ନେଇ ବହୁ ଲୋକଙ୍କ ଆଖିରୁ ନିଦ ହଜେଇଗଲାଣି ଶୁଣିବାକୁ ମିଳୁଛି ପ୍ରାୟ ଏକ ମାସ ହେଲା ଏହା ବନ୍ଦ ଥିଲା ପୁଣି ଥରେ ଆରମ୍ଭ ହୋଇଛି l ସୋମବାର ଦିନ ବାଲିଗୁଡ଼ା ଥାନା ଓ ଅବକାରୀ ବିଭାଗ ମିଳିତ ଚଢ଼ାଉରେ ବାଲିଗୁଡ଼ା ବ୍ଲକ ବାଟାଗୁଡା ଓ ମିଡ଼ିଆକିଆ ଗ୍ରାମର ଡ଼ିଗମିଲା, ପାଙ୍ଗାପଡ଼ା, ବୋରିକିଆ, ଗ୍ରାମରେ ୧୩୫ ଏକର ଜମିରେ ୧୩୫ହଜାର ଗଞ୍ଜେଇ ଗଛ କଟାଯାଇଛି ଯାହାର ଆନୁମାନିକ ମୂଲ୍ୟ ୧.୩୫କୋଟି ଟଙ୍କା ହେବ ବୋଲି ବାଲିଗୁଡ଼ା ଥାନା ଭାର ପ୍ରାପ୍ତ ଅଧିକାରୀ ପ୍ରଶାନ୍ତ କୁମାର ବେହେରା ସୁଚାନା ଦେଇଛନ୍ତି l

Advertisement