ବ୍ରହ୍ମପୁର,୭।୧(ଡି.ଏଚ/ହିମାଂଶୁ ପାଢ଼ୀ) : ବ୍ରହ୍ମପୁର ଷ୍ଟେସନରୋଡ ନିକଟସ୍ଥ ମମତା ରେଷ୍ଟ ହାଉସ ନାମରେ ଏକ ରେଷ୍ଟ ହାଉସ ଶୁଭ ଉଦ୍ଘାଟନ ହୋଇଯାଇଛି। ଏଥିରେ ମୁଖ୍ୟ ଅତିଥି ଭାବେ ସହର ସାଂସଦ ଶ୍ରୀ ଚନ୍ଦ୍ରଶେଖର ସାହୁ। ସଂମାନିତ ଅତିଥିଭାବେ ଖଲ୍ଲିକୋଟ ବିଧାୟକ ସୂର୍ଯ୍ୟମଣି ବ୍ୟଧ। ବ୍ରହ୍ମପୁର ବିଧାୟକ ବିକ୍ରମକୁମାର ପଣ୍ଡା , ବ୍ରହ୍ମପୁର ସଂଘ ସଭାପତି ଉମା ପାଣିଗ୍ରାହୀ ,ଇଣ୍ଡିଆନ ବ୍ୟାଙ୍କର ଜୋନାଲ ମେନଜର ରାଜଶେଖର। ଛତ୍ରପୁର ଏଏସ୍ପି ଠାକୁର ପ୍ରସାଦ ପାତ୍ର ,ଚଳଚିତ୍ର ଅଭିନେତ୍ରୀ ଏଲିନା ସାମନ୍ତରାୟ ,କଂଗ୍ରେସ ନେତା ପ୍ରମୋଦ ଜେନା ପ୍ରମୁଖ ଯୋଗ ଦେଇଥିଲେ । ରେଷ୍ଟ ହାଉସ ମାଲିକ ଜିତନ୍ଦ୍ର ସାହୁ , ଓ ମମତା ସାହୁ ସମେତ ମାନ୍ୟଗନ୍ୟ ବ୍ୟକ୍ତି ଏହି ଅବସରରେ ଉପସ୍ଥିତ ଥିଲେ ।



















