Friday, November 20, 2026
ADVERTISEMENT
Home ଆଞ୍ଚଳିକ ଜିଲ୍ଲା ସ୍ତରୀୟ ନିଯୁକ୍ତି ମେଳା ପାଇଁ ଆବେଦନ ପତ୍ର ସଂଗ୍ରହ

ଜିଲ୍ଲା ସ୍ତରୀୟ ନିଯୁକ୍ତି ମେଳା ପାଇଁ ଆବେଦନ ପତ୍ର ସଂଗ୍ରହ

307
ADVERTISEMENT

କନ୍ଧମାଳ,୪ା୧(ଡି.ଏଚ/ସୁରେଶ କୁମାର ପଣ୍ଡା) : କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ଆଦିବାସୀ ମହାବିଦ୍ୟାଳୟଠାରେ ଜିଲ୍ଲା ସ୍ତରୀୟ ନିଯୁକ୍ତି ମେଳା ପାଇଁ ଆବେଦନ ପତ୍ର ସଂଗ୍ରହ କରାଯାଇଛି ଏହି ମେଳାରେ ପ୍ରତ୍ୟେକ ପଞ୍ଚାୟତରୁ ପ୍ରାୟ 400ରୁ ଉର୍ଦ୍ଧ ଛାତ୍ର ଛାତ୍ରୀ ଭାଗନେଇଥିବା ସହ ଡ଼ିଡ଼ିୟୁ ଜିକେୟୀ ଦ୍ୱାରା ତାଲିମ ନେଇଥିବା ଛାତ୍ରଛାତ୍ରୀ ଭାଗନେଇଥିଲେ ବହୁତ ବଡ଼ ବଡ଼ ଘରୋଇ କମ୍ପାନୀ ସହଯୋଗ କରିବା ସହ ଓଡ଼ିଶାରେ ଥିବା ଘରୋଇ ସ୍ୱାସ୍ଥ୍ୟ କେନ୍ଦ୍ରରେ ମଧ୍ୟ୍ୟ ଚାକରି ଦେବା ନିମନ୍ତେ ଓ ଅନ୍ୟାନ୍ୟ ପଦପଦବୀରେ ରହିବା ନିମନ୍ତେ ନିଜ ନିଜର ପ୍ରମାଣ ପତ୍ର ଆବେଦନ କରିଥିଲେ ଏହାର ଯାଞ୍ଚ ହେଲା ପରେ 9ତାରିଖରେ ଫୁଲବାଣୀ ଠାରେ ନିଯୁକ୍ତି ମେଳାରେ ଭାଗ ନେବେ ସେଠାରେ ଯଦି ନିଯୁକ୍ତି ପ୍ରାପ୍ତ ଛାତ୍ର ଛାତ୍ରୀ ଯେଉଁ ପଦବୀ ପାଇଁ ଆବେଦନ କରିଥିଲେ ସେହି ଅନୁସାରେ ବେତନ 8000/ଟଙ୍କାରୁ ଉର୍ଦ୍ଧ ରଖାଯାଇଥିବା ପ୍ରକାଶ କରିଛନ୍ତି ବାଲିଗୁଡ଼ା ବିଡ଼ିଓ ନରେଶ ଚନ୍ଦ୍ର ଶବର ।

Advertisement