Friday, November 20, 2026
ADVERTISEMENT
Home ଆଞ୍ଚଳିକ ଟ୍ରକ ସହ ବାଇକ ଧକ୍କା ଜଣେ ଗୁରୁତର

ଟ୍ରକ ସହ ବାଇକ ଧକ୍କା ଜଣେ ଗୁରୁତର

411
ADVERTISEMENT

କୋଟଗଡ଼,୪ା୧(ଡି.ଏଚ/ ନଳିନୀ କାନ୍ତ ମିଶ୍ର ): କୋଟଗଡ଼ରେ ଆଜି ସକାଳୁ ପ୍ରାୟ 10ଟା ସମୟରେ ଏକ ଟ୍ରକ ନମ୍ବର ଏ.ପି.ୟୁ 0799 ଶ୍ରୀରାମପୁରରୁ ଜିନିଷ ଅନ ଲୋଡ଼ କରି ଆସିବା ରାସ୍ତା କୋଟଗଡ଼ ବ୍ଲକ ମଦାଙ୍ଗିର ଏକ ବୁଲାଣି ରାସ୍ତାରେ କୋଟଗଡ଼ ବ୍ଲକ ଜରିଘାଟି ଗ୍ରାମର ଜନସନ ବିଶିମାଝି ଏକ ଗ୍ଲାମୋର ବାଇଟି ଟ୍ରକ ସହିତ ଧକା ହୋଇ ବାଇକ ଵାଲା ଗୁରୁତର ଅବସ୍ଥାରେ ପ୍ରଥମେ କୋଟଗଡ଼ ସରକାରୀ ମେଡିକାଲରେ ଫାଷ୍ଟଆଡେ ଚିକିତ୍ସା କରି ପରେ 108 ଆମ୍ବୁଲାନ୍ସରେ ବାଲିଗୁଡା ଉପଖଣ୍ଡ ମେଡିକାଲକୁ ସ୍ଥାନାନ୍ତରିତ କରାଯାଇଛି ।

Advertisement