Friday, November 20, 2026
ADVERTISEMENT
Home ଆଞ୍ଚଳିକ କନିସି ଢ଼ାବା ଠାରେ ରାସ୍ତାପାର ହେବା ସମୟ ରେ ଦୁର୍ଘଟଣାରେ ଡ୍ରାଇଭର ଆହତ

କନିସି ଢ଼ାବା ଠାରେ ରାସ୍ତାପାର ହେବା ସମୟ ରେ ଦୁର୍ଘଟଣାରେ ଡ୍ରାଇଭର ଆହତ

313
ADVERTISEMENT

ବ୍ରହ୍ମପୁର,୩/୧(ଡି.ଏଚ/ଇ.ରଞ୍ଜନ ): ୫୯ତମ ଜାତୀୟ ରାଜପଥ କନିସି ଢ଼ାବା ଠାରେ ମର୍ମାନ୍ତୁଦ ସଡ଼କ ଦୃଘଟଣାରେ ପିକଅପ ଡ୍ରାଇଭର ଆହାତ ହୋଇଛନ୍ତି l ପିକଅପ ଗାଡି ନଂ ଓଡି 0୫ଏପି ୭0୮0 ଗାଡି ଡ୍ରାଇଭର ଦିନ 1.45ମି. ଗାଡି ଅଟକାଇ କନିସି ଢ଼ାବାକୁ ଭୋଜନ ନିମନ୍ତେ ଆସୁଥିବା ବେଳେ ଦୁର୍ଘଟଣା l ଭୁଲ ରାସ୍ତାରେ ଗତି କରି ଆସୁଥିବା ଗୋଟିଏ ମୋଟର ସାଇକଲ ନଂ ଏପି ୩0ଜି ୫୭୩୨ ବାଇକଟି କନିସି ଠାରୁ ଗୋପାଳପୁର ଯାଉଥିବା ବେଳେ ରୋଡ ପାର ହୋଇ ଢ଼ାବାକୁ ପିକଅପ ଡ୍ରାଇଭର ଯାଉଥିବା ବେଳେ ଦୃଘଟଣାରେ ଡ୍ରାଇଭର ଘଟଣା ସ୍ଥଳରେ ରକ୍ତlକ୍ତ ଅବସ୍ଥାରେ ଆଚେତ ହୋଇପଡିଥିବା ପରେ ସ୍ଥାନୀୟ ଲୋକେ ଆହତ ବ୍ୟକ୍ତିଙ୍କୁ ଆମ୍ବୁଲାନ୍ସ ଯୋଗେ ଏମ.କେ.ସି.ଜି ମେଡିକାଲକୁ ସ୍ଥାନାନ୍ତର କରି ବଇକ ଓ ଚାଳକକୁ ଅଟକ ରଖିଥିବା ସୂଚନା ମିଳିଛି l ଘଟଣାସ୍ଥଳକୁ ପୋଲିସ ଆସି ନଥିବା ଜଣା ପଡିଛି l

Advertisement