କୋଟଗଡ଼,0୧/0୧(ଡି.ଏଚ/ନଳିନୀ କାନ୍ତ ମିଶ୍ର) : କୋଟଗଡ଼ ବ୍ଲକରେ ତା31/12 /2019 ଗତକାଲି ରାତିରେ ବିଜୁ ପଟନାୟକ କଲ୍ୟାଣ ମଣ୍ଡପ ଠାରେ ଜିରୋ ନାଇଟ ଆୟଜନ କରାଯାଇ ଥିଲା ଏଥିରେ ପ୍ରତିକ୍ଳବର ଯୁବଗୋଷ୍ଠୀ ଶଦସ୍ୟ ଆୟଜନରେ ସହଯୋଗ କରିବା ସହ କ୍ୟାକ କଟା ଯାଇଥିଲା । ଓ ଭୁବନେଶ୍ୱରରୁ ଡାନ୍ସ ଗ୍ରୁପ ଆସି ରଙ୍ଗାରଙ୍ଗ କାର୍ୟ୍ଯକ୍ରମ ପରିବେଶଣ କରିଥିଲେ ଏକ୍ସ ଏମ.ଲ.ଏ ରାଜିବ ପାତ୍ର କେକ କାଟିଥିଲେ । ଓ ଶ୍ରୀ ମୋନଜ ସାବତ ପ୍ରଭାତ ପାତ୍ର ଓ ପପୁ ମାନସ ରିଣ୍ଟୁ ଓ କ୍ଳବର ସମସ୍ତେ ସହଯୋଗ କରିଥିଲେ ଓ ଜିରୋ ନାଇଟ ଓପଭୋଗ କରିଥିଲେ ଓ 2019କୁ ବିଦାୟ ଦେଇଥିଲେ ଏବଂ ନୂତନ ବର୍ଷ 2020କୁ ସ୍ୱାଗତର ସହ ଅଭିନନ୍ଦନ କରିଥିଲେ ।
.

















