Saturday, November 21, 2026
ADVERTISEMENT
Home ଆଞ୍ଚଳିକ ହାତୀଙ୍କ ଆତଙ୍କ ଚାଷୀ ହନ୍ତସନ୍ତ

ହାତୀଙ୍କ ଆତଙ୍କ ଚାଷୀ ହନ୍ତସନ୍ତ

359
ADVERTISEMENT

କୁକୁଡ଼ାଖଣ୍ଡି,0୧/0୧(ଡି.ଏଚ/ଇ.ରଞ୍ଜନ ) : କୁକୁଡ଼ାଖଣ୍ଡି ବ୍ଲକ ଅନ୍ତର୍ଗତ ମୋହୁଡା ଗ୍ରାମପଞ୍ଚାୟତ ସ୍ଥିତ ଗ୍ରlମବିକାଶ ନିକଟରେ ଥିବା କ୍ଷେତ ଜମିରେ ଗତକାଲି ରାତ୍ର ପ୍ରାୟ ସାଡେ ୯ହ ଟା ସମୟରେ ହାତୀ ମାଳମାଳ ହଇ ଆସିଥିବା ହାତୀଙ୍କ ପାଦଚି଼ହ୍ନରେ ସ୍ୱଷ୍ଟଭାବେ ଦେଖାଦେଇଛି l ଏହା ସହ ଗ୍ରାମର 4ଜଣ ଚାଷୀଙ୍କ କ୍ଷେତରେ ପଶି ଧାନ ନଷ୍ଟ କରିଛନ୍ତି ଏଥି ମଧ୍ୟରୁ ବିନୋଦ ନାହାକଙ୍କ ଧାନ ଗଦା ଗୁଡିକ ନଷ୍ଟ କରିଥିବା ବେଳେ ନାରୁସୁ ଗୌଡ଼ଙ୍କ ଅମଳ ହଇଥିବା ପ୍ରାୟ ୧0ଟି ବସ୍ତାଧାନ ବ୍ୟାପକ ପରିମାଣରେ ନଷ୍ଟ କରିଛି , ହାତୀ ଗୁଡିକ ଆସି ଗରିବ ଚାଷୀଙ୍କ ଫସଲ ବାର୍ଷିକ ଦାନା ନଷ୍ଟ କରିଥିବା ଚାଷୀ କହିଛନ୍ତି l ଏହା ସହ ପ୍ରଫୁଲ୍ଲ ମଣ୍ଡଳ ଓ ପ୍ରଫୁଲ୍ଲ ଗୌଡ଼ଙ୍କ ମଧ୍ୟ ବହୁପରିମାଣରେ ନଷ୍ଟ କରିଥିବା ଚାଷୀ ହତାଶ ହଇ ଅଭିଯୋଗ କରିଛନ୍ତି l

Advertisement