Monday, November 23, 2026
ADVERTISEMENT
Home ବରଗଡ଼ ଘାଏ ଦେଖତ କଲାପଟା ସାହିତ୍ୟ ବାର୍ଷିକ ଉତ୍ସବ

ଘାଏ ଦେଖତ କଲାପଟା ସାହିତ୍ୟ ବାର୍ଷିକ ଉତ୍ସବ

354
ADVERTISEMENT

ବରଗଡ଼,୩୧/୧୨( ଡି.ଏଚ /କୁଞ୍ଜବିହାରୀ ସାହୁ): ପଦ୍ମପୁର ଗାଇସିଲେଟ ସହୀଦ ଛକଠାରେ ଘାଏ ଦେଖତ କଳାପଟା ସାହିତ୍ୟର ପଞ୍ଚମ ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି ।ଅନୁଷ୍ଠାନର ସଭାପତି ଆଦିତ୍ଯ ପଣ୍ଡା ସମ୍ପାଦକ ବୈରାଗି ସାହୁ ମୁଖ୍ୟ ଅତିଥି ଅମ୍ବିକା ପ୍ରସାଦ ତ୍ରିବେଦି ମୁଖ୍ୟ ବକ୍ତା ଡାଃ.ଜୟକେତନ ତ୍ରିପାଠୀ ସମ୍ମାନିତ ଅତିଥି ଅମୃତ ଲାଲ ସାହୁ ତଥା ନିରଞ୍ଜନ ପଣ୍ଡା ଦେବେନ୍ଦ୍ର ନାୟକ ମଞ୍ଚାସିନ ଥିଲେ ଉକ୍ତ ସମାରୋହରେ ବରଗଡ଼, ବଲାଙ୍ଗୀର, ବଉଦ , ସୋନପୁର, ଝାରସୁଗୁଡା ଜିଲ୍ଲାର ଶତାଧିକ କବି ,କବୟତ୍ରି , କଳାକାର ଯୋଗଦେଇ ଥିଲେ। ଉକ୍ତ ସଭାରେ କବୟତ୍ରି ଅହଲ୍ଯା ପ୍ରଧାନଙ୍କୁ ଘାଏ ଦେଖତ ସମ୍ମାନରେ ସମ୍ମାନୀତ କରାଯାଇଥିଲା ।

Advertisement