Saturday, November 21, 2026
ADVERTISEMENT
Home ଆଞ୍ଚଳିକ ଅଶ୍ୱମେଧ ଯଜ୍ଞରେ କନ୍ଧମାଳ ଜିଲ୍ଲାରୁ ୧୪୦ଜଣଙ୍କ ଯୋଗଦାନ

ଅଶ୍ୱମେଧ ଯଜ୍ଞରେ କନ୍ଧମାଳ ଜିଲ୍ଲାରୁ ୧୪୦ଜଣଙ୍କ ଯୋଗଦାନ

401
ADVERTISEMENT

କନ୍ଧମାଳ,୩୦।୧୨(ଡି.ଏଚ/ସୁରେଶ ପଣ୍ଡା ):ଅଶ୍ୱମେଧ ଯଜ୍ଞରେ କନ୍ଧମାଳ ଜିଲ୍ଲାରୁ 140ଜଣ ଯୋଗଦେଇଛନ୍ତି ଏହି ଯଜ୍ଞ ତେଲେଙ୍ଗାନା ରାଜ୍ୟର ସିକନ୍ଦରବାଦ ଜିଲ୍ଲା ଅନ୍ତର୍ଗତ ମେସମଗୁଡ଼ା ଗ୍ରାମରେ ଆୟୋଜନ କରାଯିବ ଏହି ଯଜ୍ଞ ଆସନ୍ତା ୨ ତାରିଖରୁ ଆରମ୍ଭ ହୋଇ 5ତାରିଖ ପର୍ଯ୍ୟନ୍ତ ଚାଲିବ ଯଜ୍ଞକୁ ସହଯୋଗ ନିମନ୍ତେ କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ଓ ତୁମୁଡିବନ୍ଧ ବ୍ଲକରୁ ଗାୟତ୍ରୀ ପରିବାର ତରଫରୁ 140ଜଣ ଯିବାର ଜଣା ପଡ଼ିଛି ଏଭଳି ସହଯୋଗ କରିଥିବାରୁ ବାଲିଗୁଡ଼ା ଅଞ୍ଚଳ ବାସୀ ବହୁତ ଖୁସି ଅନୁଭବ କରିଛନ୍ତି ।

Advertisement