Saturday, November 21, 2026
ADVERTISEMENT
Home ଆଞ୍ଚଳିକ ବ୍ଲକ ଅଧକ୍ଷଙ୍କ ଦ୍ୱାରା କମ୍ବଳ ବଣ୍ଟନ

ବ୍ଲକ ଅଧକ୍ଷଙ୍କ ଦ୍ୱାରା କମ୍ବଳ ବଣ୍ଟନ

353
ADVERTISEMENT

କୋଟଗଡ଼,୩୦।୧୨(ଡି.ଏଚ/ ନଳିନୀ କାନ୍ତ ମିଶ୍ର): କନ୍ଧମାଳ ଜ଼ିଲ୍ଲା କୋଟଗଡ଼ ବ୍ଲକ ପଂଚାୟତ ତରଫରୁ ପଂଚାୟତ ସମିତି ଅଫିସରେ ବୁଢା ବୁଢ଼ୀ ମାନଙ୍କୁ ବ୍ଲକ ଅଧକ୍ଷ ଶ୍ରୀ କୈଳାସ ଚନ୍ଦ୍ର ମୂମୄ , ଭାଇସି ଚେୟାର ମାନ ଜି ଭି ଆର ପାନ୍ତୁଲ ରାଓ , ଏମ.ପି ପ୍ରତିନିଧି ମୋନଜ ସାବତ ଓ ଅନେକ ବୟଜେଷ୍ଟ ବ୍ୟକ୍ତିଙ୍କୁ କମଳ ପ୍ରଦାନ କରିଥିଲେ ଓ ବଣ୍ଟା ଯାଇଥବା ଲୋକ ମାନଙ୍କୁ ପଚାରି ବୁଝିଥିଲୁ ସେମାନଙ୍କୁ ଶୀତଦିନରେ କମ୍ବଳ ମିଳିଥିବାରୁ ସେମାନେ ବହୁତ ଖୁସି ପ୍ରକାଶ କରିଥିଲେ ।

Advertisement