Friday, November 20, 2026
ADVERTISEMENT
Home ଆଞ୍ଚଳିକ କୁକୁଡାଖଣ୍ଡିରେ ବିଜେଡିର ପ୍ରତିଷ୍ଟା ଦିବସ

କୁକୁଡାଖଣ୍ଡିରେ ବିଜେଡିର ପ୍ରତିଷ୍ଟା ଦିବସ

477
ADVERTISEMENT

କୁକୁଡାଖଣ୍ଡି,୨୬।୧୨(ଡି.ଏଚ/ଇ.ରଞ୍ଜନ) :କୁକୁଡାଖଣ୍ଡି ବ୍ଲକ ବିଜେଡି ପକ୍ଷରୁ ୨୩ ତମ ପ୍ରତିଷ୍ଟା ଦିବସ ପାଳନ କରାଯାଇଛି । ବ୍ଲକ ପରିସରରେ ଥିବା ବିଜୁ ପଟ୍ଟନାୟକଙ୍କ ପ୍ରତିମୂତ୍ତୀରେ ପୁଷ୍ପମାଲ୍ୟ ଅପଣ କରିଥିଲେ। ଏଥିରେ ବ୍ଲକ ବିଜେଡି ସଭାପତି ସନ୍ତୋଷ ଚୌଧୁରୀ,ବ୍ଲକ ଚେୟାରମେନ କାମାକ୍ଷା ପ୍ରସାଦ ପାତ୍ର, ସମବାୟବିତ ସୁଧୀର ରାଉତ,ସମିତିସଭ୍ୟ ନିରଞନ ମହାନ୍ତି,ହିମାଂଶୁ ପାଢୀ,ରବିନ୍ଦ୍ର ମହାରଣା କରୁଣାକର ପାଣିଗ୍ରାହୀ, ଏ.ଚେନେୟା ,ରଘୁପ୍ରସାଦ ପାତ୍ର,ସରପଞ ହାଡୁ ବେହେରା, ଜିତେନ୍ଦ୍ର ମହାରଣାଙ୍କ ସହ ବହୁ ନେତା ଓ କମୀ ଉପସ୍ଥିତ ଥିଲେ।

Advertisement