Friday, November 20, 2026
ADVERTISEMENT
Home ଆଞ୍ଚଳିକ ଦକ୍ଷିଣପୂର ସେବା ସମବାୟ ଧାନ ମଣ୍ଡି ଉଦଘାଟିତ

ଦକ୍ଷିଣପୂର ସେବା ସମବାୟ ଧାନ ମଣ୍ଡି ଉଦଘାଟିତ

315
ADVERTISEMENT

ବ୍ରହ୍ମପୁର,୨୩।୧୨:(ଡି.ଏଚ/ଇ.ରଞ୍ଜନ ) :ଆଜି ସୋମବାର ସକାଳ ଦଶଟା ବେଳେ ସମିତିର ସଭାପତି ସନ୍ତୋଷ ଚୋୖଧୁରୀ ଆଜି ସମବାୟ କାର୍ଯ୍ୟାଳୟରେ ଚାଷୀ ରଞ୍ଜନ ଗୌଡ଼ଙ୍କ ଧାନ କ୍ରୟ କରି ଧାନ ମଣ୍ଡି ଶୁଭାରମ୍ଭ କରିଥିଲେ ।ଉକ୍ତ କାର୍ଯ୍ୟକ୍ରମରେ କୁକୁଡାଖଣ୍ଡି ଗୋଷ୍ଠୀ ଉନ୍ନୟନ ଅଧିକାରୀ ଗଦାଧର ପାତ୍ର ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ । ଉକ୍ତ ଅବସରରେ ମର୍କେଣ୍ଟିଙ୍ଗ ଅଫିସର ପ୍ରଶାନ୍ତ ରାଓ ବ୍ରହ୍ମପୁର arcs ଡିଭିଜନ ଅଫିସ ସବ ଆସିଷ୍ଟଣ୍ଟ ରେଜିଷ୍ଟର ଗୋପନ ନାୟକ , କୁକୁଡାଖଣ୍ଡି ଆଞ୍ଚଳିକ ସମବାୟ ଅଫିସର ସୂର୍ଯ୍ୟନାରାୟଣ ପାତ୍ର , ସମବାୟ ସୁଧୀର ରାଉତ ,ନିର୍ଦ୍ଧେଶକ କୁଞ୍ଜ ଗୌଡ଼ , ସମ୍ପାଦକ ରମେଶ ପ୍ରଧାନ ,ବାଇଗଣ ବାଡ଼ି ସେବା ସମବାୟ ସମ୍ପାଦକ ବୃନ୍ଦାବନ କୋଠିଆ ,ଗୋବିନ୍ଦ ଗୌଡ଼ ,ଦଣ୍ଡପାଣି ସାହୁ ,ବିରଞ୍ଜି ମହାପତ୍ର ,ରାମହରି ସାହୁ ,ବହୁ ଚାଷୀ ଯୋଗ ଦେଇଥିଲେ । ଆଜି ପୂଜା ପାଠ କରି ଚାଷୀ ରଞ୍ଜନ ଗୌଡ଼ 50 କୁଇଣ୍ଟାଲ ଧାନ କ୍ରୟ କରି ସେବା ସମବାୟ ସମିତି ସମ୍ପାଦକ ଠାରୁ ବିନାୟକ ରାଇସ ମିଲ ଦକ୍ଷିଣ ପୁର ସମିତି କାର୍ଯ୍ୟଳୟ ଠାରୁ ନେଇ ଥିଲେ ।

Advertisement