Friday, November 20, 2026
ADVERTISEMENT
Home ଆଞ୍ଚଳିକ ପୁଲୱାମା ଶହୀଦ ଯବାନ ମାନଙ୍କୁ ଶ୍ରଦ୍ଧାଞ୍ଜଳି

ପୁଲୱାମା ଶହୀଦ ଯବାନ ମାନଙ୍କୁ ଶ୍ରଦ୍ଧାଞ୍ଜଳି

217
ADVERTISEMENT

ଛତ୍ରପୁର,୨୧/୧୨,(ଡି.ଏଚ/ହିମାଂଶୁ ପାଢ଼ୀ) : ପୁଲବାମାରେ ଶହୀଦ ହୋଇଥିବା ଯବାନ ମାନଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇ ଅମରନାଥ ଠାରୁ ରାମେଶ୍ୱର ପର୍ଯ୍ୟନ୍ତ ଶ୍ରୀଯୁକ୍ତ ରାହୁଲ ଶର୍ମାଙ୍କ ପଦଯାତ୍ରାରେ ଆମ ତରଫରୁ ସମ୍ବର୍ଦ୍ଧନା କରାଗଲା l ଶ୍ରୀ ପ୍ରଶାନ୍ତ କୁମାର କର, ଶ୍ରୀ ପ୍ରଶାନ୍ତ କୁମାର ନାୟକ ଅଧ୍ୟକ୍ଷ ଗଞ୍ଜାମ ବ୍ଲକ, ଶ୍ରୀ ସଂଜୀତ ରାଉଳ ଛତ୍ରପୁର ମଣ୍ଡଳ ସଭାପତି, ଶ୍ରୀପଦ୍ମ ଚରଣ ସାହୁ କଣମୁଣା ମଣ୍ଡଳ ସଭାପତି, ଶ୍ରୀ ପଦ୍ମ ଚରଣ ପରିଡ଼ା ଭିକାରିପଲ୍ଲୀ ମଣ୍ଡଳ ସଭାପତି, ଶ୍ରୀ ସୁଦାମ ଚରଣ ଜେନା ଗଞ୍ଜାମ ମଣ୍ଡଳ ସଭାପତି, ଶ୍ରୀ ସନ୍ତୋଷ କୁମାର ନାହାକ ସନ୍ତୋଷପୁର ମଣ୍ଡଳ ସଭାପତି, ଶ୍ରୀ ବସନ୍ତ କୁମାର ବେହେରା ଛତ୍ରପୁର ନଗର ପୂର୍ବତନ ଉପାଧ୍ୟକ୍ଷ, ଶ୍ରୀ ସୁରେଶ ରେଡ୍ଡୀ, ଶ୍ରୀ ବିଜୟ କୁମାର ମୁଦୁଲି, ଶ୍ରୀ କାନ୍ତରୀ ଦଳାଇ ପୂର୍ବତନ ମଣ୍ଡଳ ସଭାପତି ଉପସ୍ଥିତ ଶ୍ରୀ ରଘୁ ରେଡ୍ଡୀ ଉପସ୍ଥିତ ଥିଲେ।

Advertisement