Friday, November 20, 2026
ADVERTISEMENT
Home ଆଞ୍ଚଳିକ କୋଟଗଡ ବ୍ଲକରେ ଏକ ଭିନ୍ନକ୍ଷମ ଶିବିର ଅନୁଷ୍ଠିତ

କୋଟଗଡ ବ୍ଲକରେ ଏକ ଭିନ୍ନକ୍ଷମ ଶିବିର ଅନୁଷ୍ଠିତ

234
ADVERTISEMENT

କୋଟଗଡ,୨୧/୧୨,(ଡି.ଏଚ/ନଳିନୀ କାନ୍ତ ମିଶ୍ର ) : କନ୍ଧମାଳ ଜିଲ୍ଲା କୋଟଗଡ ବ୍ଲକରେ ଏକ ଭିନ୍ନକ୍ଷମ ଶିବିର ଅନୁଷ୍ଠିତ ହୋଇ ଯାଇଅଛି ଏଥିରେ ମୁଖ୍ୟ ଅତିଥି ଭାବରେ B. D. O କୈଳାଶ ଚନ୍ଦ୍ର ମୁର୍ମୁ ଉଦଘାଟନ କରିଥିଲେ । ସଂମ୍ମାନୀୟ ଅତିଥି ଭାବରେ ଜିଲ୍ଲା ସାମାଜିକ ଅଧିକାରୀ ବଳରାମ ସେଠି ଯୋଗ ଦେଇଥିଲେ । ଉକ୍ତ ଶିବିରକୁ B. P. N ଦାଇତ୍ୱ ତୁଲାଇ ଥିଲେ l ଶାହରୁଖ ଅହମଦ ଖାନ ଓ ଡ଼କ୍ଟର ବିଦୁଲତା ମିଶ୍ର ଓ ଅଜିତ ଦଳେଇ ଭିନ୍ନକ୍ଷମ ମାନଙ୍କୁ ସ୍ୱାସ୍ଥ୍ୟ ପରୀକ୍ଷା କରିଥିଲେ l ଏହି ଶିବିରରେ ଧରାକୋଟ ପଞ୍ଚାୟତର ଡଡିଙ୍ଗା ମାଝୀ ସାର୍ତ୍ତୁଳ ପଞ୍ଚାୟତର ପ୍ରମିଳା ସୁକାମାଝି ମାଡ଼ାଗୁଡ଼ା ପଞ୍ଚାୟତର ରୁବିନା ପାଟମାଝି ଓ 5 ଜଣଙ୍କୁ ହୁଇଲ ଚେୟାର ପ୍ରଦାନ କରିଥିଲେ ଓ 6 ଜଣଙ୍କୁ ଶ୍ରବଣ ଯନ୍ତ୍ର ପ୍ରଦାନ କରିଥିଲେ ଏହି କାର୍ଯ୍ୟକ୍ରମରେ A.B.D.O ମୋହନ ମଲ୍ଲିକ W.E.O ମୋହନ ଚୌହାନ ଓ ଅଙ୍ଗନ ବାଡ଼ି କର୍ମୀ ଉପସ୍ଥିତ ଥିଲେ l

Advertisement