Saturday, November 21, 2026
ADVERTISEMENT
Home ଆଞ୍ଚଳିକ ଅଚୁତ ସାମନ୍ତ : ହାଉସ ଅଫ ହୋପର ପିଲା ମାନଙ୍କୁ କମ୍ବଳ ଓ ଖାଦ୍ୟ...

ଅଚୁତ ସାମନ୍ତ : ହାଉସ ଅଫ ହୋପର ପିଲା ମାନଙ୍କୁ କମ୍ବଳ ଓ ଖାଦ୍ୟ ସାମଗ୍ରୀ ବାଣ୍ଟି ଥିଲେ

342
ADVERTISEMENT

କୋଟଗଡ,୧୮।୧୨(ଡି.ଏଚ/ନଳିନୀ କାନ୍ତ ମିଶ୍ର):କନ୍ଧମାଳ ଜିଲ୍ଲା କୋଟଗଡ଼ ବ୍ଲକ୍ ଯାମଯୁରରେ ଥିବା ହାଉସ୍ ଅଫ୍ ହୋପ (ଅର୍ଫାନ୍ ହଷ୍ଟେଲ୍)ର ପିଲାମାନଙ୍କୁ ଡକ୍ଟର ଶ୍ରୀ ଅଚୁତ ସାମନ୍ତ କମ୍ବଳ ଓ ଖାଦ୍ୟ ବଣ୍ଟନ କରିଥିଲେ । ଏହି ହଷ୍ଟେଲର ଅଧ୍ୟକ୍ଷ ଶ୍ରୀ ବିଜୟ କୁମାର ପ୍ରଧାନ ରହିଥିବାବେଳେ ୨୦୦୭ ଜିଲାଇ ୧ ତାରିଖରେ ଏହା ପ୍ରତିଷ୍ଠା ହୋଇଥିଲା । ତତ୍କାଳୀନ ଜିଲ୍ଲାପାଳ ଯାମିନୀ ଷଢ଼ଙ୍ଗୀ ଏହାକୁ ଅନୁମୋଦନ କରିଥିଲେ । ବର୍ତ୍ତମାନ ଏଠାରେ ୪୦ ଜଣ ଛାତ୍ରଛାତ୍ରୀ ଅଛନ୍ତି । ଏହି ହଷ୍ଟେଲଟି ଆଜି ଯାଏଁ ଆଞ୍ଚଳିକ ଅନୁଦାନରେ ଚାଲିଥିବାବେଳେ ସରକାରଙ୍କର କୌଣସି ଅନୁଦାନ ମିଳୁନାହିଁ । ଯଦି ଏହା ଉପରେ ସରକାରଙ୍କ ଦୃଷ୍ଟି ପଡେ଼ ଭବିଷ୍ୟତରେ ପିଲାଙ୍କର କିଛି ଉନ୍ନତି ହେବ । ଏହି ଅବସରରେ ଡ.ସାମନ୍ତ ଅଧ୍ୟକ୍ଷ ପ୍ରଧାନଙ୍କୁ ହଷ୍ଟେଲର ସୁବିଧା ଅସୁବିଧା ସମ୍ପର୍କରେ ପଚାରି ବୁଝିଥିଲେ ।

Advertisement