Saturday, November 21, 2026
ADVERTISEMENT
Home ଆଞ୍ଚଳିକ ପରିବହନ ମନ୍ତ୍ରୀଙ୍କୁ ବିଜୁ ଜନତା ଦଳ ତରଫରୁ ବିପୁଳ ସମ୍ବର୍ଦ୍ଧନା

ପରିବହନ ମନ୍ତ୍ରୀଙ୍କୁ ବିଜୁ ଜନତା ଦଳ ତରଫରୁ ବିପୁଳ ସମ୍ବର୍ଦ୍ଧନା

444
ADVERTISEMENT

କନ୍ଧମାଳ ,୧୫।୧୨(ଡି.ଏଚ/ସୁରେଶ କୁମାର ପଣ୍ଡା) : କନ୍ଧମାଳ ଜିଲ୍ଲା କେ.ନୂଆଗାଁ ବ୍ଲକ ତରଫରୁ ଓଡ଼ିଶାର ମାନ୍ୟବର ରାଜ୍ୟ ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା ଓ କ୍ରୀଡ଼ା ମନ୍ତ୍ରୀ ତୁଷାର କାନ୍ତି ବେହେରାଙ୍କୁ ବିପୁଳ ସମ୍ବର୍ଦ୍ଧନା କରାଯାଇଛି । ଏହି ସମ୍ବର୍ଦ୍ଧନାରେ ବିଜୁ ଜନତା ଦଳ କନ୍ଧମାଳ ଜିଲ୍ଲା ସାଧାରଣ ସମ୍ପାଦକ କୃଷ୍ଣ ମୋହନ ପାଣିଗ୍ରାହୀ, ବାଲିଗୁଡ଼ା ବିଧାୟକ ଚକ୍ରମଣି କହଁର, କେ. ନୂଆଗାଁ ବ୍ଲକ ସଭାପତି ତଥା କନ୍ଧମାଳ ସାଂସଦ ପ୍ରତିନିଧି ବାସୁଦେବ ପଣ୍ଡା, କ ନୂଆଗାଁ ବ୍ଲକ ଅଧକ୍ଷା ସୁଲୋଚନା ଦଳବେହେରା, ବହୁ ସମିତି ସଭ୍ୟ ଓ ସରପଞ୍ଚ ଉପସ୍ଥିତ ରହିବା ସହ ବରିଷ୍ଠ ବିଜେଡ଼ି କର୍ମୀ ମଧ୍ୟ ଯୋଗଦେଇଥିଲେ ।

Advertisement