Saturday, November 21, 2026
ADVERTISEMENT
Home ଆଞ୍ଚଳିକ ବାଲିଗୁଡ଼ା ବିଜୁପଟ୍ଟନାୟକ ଷ୍ଟାଡିୟମ ଠାରେ ରାଜ୍ୟ ସ୍ତରୀୟ ଫୁଟବଲ ଟୁର୍ଣ୍ଣାମେଣ୍ଟ

ବାଲିଗୁଡ଼ା ବିଜୁପଟ୍ଟନାୟକ ଷ୍ଟାଡିୟମ ଠାରେ ରାଜ୍ୟ ସ୍ତରୀୟ ଫୁଟବଲ ଟୁର୍ଣ୍ଣାମେଣ୍ଟ

457
ADVERTISEMENT

ବାଲିଗୁଡ଼ା,୧୫।୧୨(ଡି.ଏଚ/ଟିକି ଦଣ୍ଡିଆ) : ବାଲିଗୁଡ଼ା ବିଜୁପଟ୍ଟନାୟକ ଷ୍ଟାଡିୟମ ଠାରେ ରାଜ୍ୟ ସ୍ତରୀୟ ଫୁଟବଲ ଟୁର୍ଣ୍ଣାମେଣ୍ଟ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । କାର୍ଯ୍ୟକ୍ରମର ସପ୍ତମ ଦିନରେରେ ଦୁଇଟି ମହିଳା ଟିମ ଅଂଶ ଗ୍ରହଣ କରିଥିଲେ । ଭୁବନେଶ୍ୱରର ବିଜୁପଟ୍ଟନାୟକ ଫୁଟବଲ ଏକାଡେମୀ ଓ ସମ୍ବଲପୁରର ଏଲିନା ଫୁଟବଲ ଟିମ କଡ଼ା ଟକ୍କର ହୋଇଥିବା ବେଳେ ଭୁବନେଶ୍ୱରର ବିଜୁପଟ୍ଟନାୟକ ଫୁଟବଲ ଏକାଡେମୀ ଦୁଇ ଏକରେ ବିଜୟୀ ହୋଇଛି । କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ବିଧାୟକ ଚକ୍ରମଣି କହଁର, ପୁର୍ବତନ ବିଧାୟକ ରାଜିବ ପାତ୍ର ଓ କରେନ୍ଦ୍ର ମାଝି ଯୋଗ ଦେଇ ଖେଳାଳି ମାନଙ୍କୁ ଉତ୍ସାହିତ କରିଥିଲେ । କାର୍ଯ୍ୟକ୍ରମର ଶେଷ ବାଲିଗୁଡ଼ାର ବରିଷ୍ଠ ଖେଳାଳି ମାନଙ୍କୁ ମାନପତ୍ର ପ୍ରଦାନ କରାଯାଇ ସମ୍ବର୍ଦ୍ଧନା କରାଯାଇଛି ।

Advertisement