Saturday, November 21, 2026
ADVERTISEMENT
Home ଆଞ୍ଚଳିକ ବାର୍ଷିକ ଉତ୍ସବରେ ଅବିଭାବକଙ୍କ ଦେଖାନାହିଁ

ବାର୍ଷିକ ଉତ୍ସବରେ ଅବିଭାବକଙ୍କ ଦେଖାନାହିଁ

342
ADVERTISEMENT

ବାଲିଗୁଡ଼ା,୧୩।୧୨(ଡି.ଏଚ/ବାଳକୃଷ୍ଣ ପାଢ଼ୀ) : କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ବ୍ଲକ କଲୋନୀ ସ୍କୁଲରେ ବାର୍ଷିକ ଉତ୍ସବ ଓ ଅବିଭାବକ ସମ୍ମିଳନୀରେ ଅବିଭାବକଙ୍କ ଚୌକି ଖାଲି ଏନେଇ ପ୍ରଶ୍ନବାଚୀ ସୃଷ୍ଟି କରୁଛି ଓ ଚର୍ଚ୍ଚା ହେଉଛି ଜନସାଧାରଣଙ୍କ ଅବିଭାବକଙ୍କୁ ଡକାହେଉନିକି? ମୁଖ୍ୟ ଅତିଥି ଉପସ୍ଥିତରେ ଏଭଳି ଦେଖିବାକୁ ମିଳିଛି ।

Advertisement