ଦିଗପହଣ୍ଡି,୧୨/ ୧୨,(ଡି.ଏଚ୍/ ପ୍ରଫୁଲ୍ଲ କୁମାର ସାବତ) : ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି 12/12/2019 ଦିଗପହଣ୍ଡି ବ୍ଲକ ଅନ୍ତର୍ଗତ ବଢ଼ଡୁମ୍ବୁଳାରେ ଥିବା ଓଡିଶା ସରକାରଙ୍କ ଦ୍ୱାରା ସ୍ୱୀକୃତିପ୍ରାପ୍ତ ଶିକ୍ଷ୍ୟାର ବିକାଶ ସଂସ୍ଥାନ ଦ୍ୱାରା ଅନୁବନ୍ଧିତ ଏକ ଆଗ୍ରଣୀ ଶିକ୍ଷ୍ୟନୁଷ୍ଠାନ ମା ସରସ୍ବତୀ ଶିଶୁ ବିଦ୍ୟାମନ୍ଦିର, ଯେଉଁଠି ମଣିଷ ତିଆରି କାରଖାନା ବୋଲି କୁହାଯାଏ l ଉକ୍ତ ଶିକ୍ଷ୍ୟନୁଷ୍ଠାନରେ ତୃତୀୟ ଶ୍ରେଣୀରେ ପାଠ ପଢ଼ୁଥିବା ରୁଦ୍ରପ୍ରସାଦ ଗୌଡ଼ (୮ )ଗ୍ରାମ ଝରିପଦର ବୃତ୍ତି ପରୀକ୍ଷାରେ କୃତି ଅର୍ଜନ କରିଛନ୍ତି l ଉକ୍ତ ବିଦ୍ୟାଳୟର ସଭାପତି, ସମ୍ପାଦକ ଓ ପରିବାରର ଅଭିଭାବକ ମନେ ଶିଶୁର ଏହି ମହାନତା କାଯ୍ୟପାଇଁ ଗୁରୁଜୀ ଏବଂ ଗୁରୁମାଙ୍କୁ ସ୍ବାଗତଂ ସମ୍ବଦ୍ଧନା ଜଣାଇଛନ୍ତି l

















