Friday, November 20, 2026
ADVERTISEMENT
Home ଆଞ୍ଚଳିକ ମାନବ ଅଧିକାର ଦିବସ ପାଳିତ

ମାନବ ଅଧିକାର ଦିବସ ପାଳିତ

339
ADVERTISEMENT

ମୋହନା (ଡି.ଏଚ୍ / ମୋହନ ଗୌଡ) ମୋହନା ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରରେ ମାନବ ଅଧିକାର ଦିବସ ପାଳିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ମୋହନା କୋର୍ଟର ବିଚାରପତି ମନୋଜ କୁମାର ମହାନ୍ତି ମୁଖ୍ୟ ଅତିଥିଭାବେ ଯୋଗଦେଇ ମାନବ ଅଧିକାର ବିଭିନ୍ନ ବିଷୟ ଉପରେ ଉପସ୍ଥିତ ଛାତ୍ରଛାତ୍ରୀଙ୍କୁ ସୂଚନା ଦେଇଥିଲେ । ଏଥିରେ ବରିଷ୍ଠ ଆଇନଜିବୀ ସୁଦର୍ଶନ ସାହୁ, ମଧୁସୁଦନ ପାଢୀ, ବୈଦ୍ୟନାଥ ସିଂ, ଶିଶୁ ବିଦ୍ୟାମନ୍ଦିର ପ୍ରଧାନ ଆଚାର୍ଯ୍ୟା ଆରତୀ ପାଢୀଙ୍କ ସମେତ ଆଇନଜିବୀ ଓ କୋର୍ଟ କର୍ମଚାରୀ ଉପସ୍ଥିତ ଥିଲେ ।

Advertisement