ଘୁ ଉଦୟଗିରି,୧୧/୧୨,(ଡି.ଏଚ/ରାହୁଲ କୁମାର ଜେନା) : ଘୁ ଉଦୟଗିରି ଅନ୍ତର୍ଗତ ଗ୍ରେସିଙ୍ଗା ଗ୍ରାମପଞ୍ଚ।ୟତରେ ଡ଼ଃ ଆମ୍ବେଦକର ଭୀମଭୋଇ ନ୍ୟାୟ ପ୍ରତିଷ୍ଠାନ ତରଫରୁ ଗ୍ରେସିଙ୍ଗା ଛକରେ ଡ଼ଃ ଆମ୍ବେଦକରଙ୍କର ପ୍ରତିମୂର୍ତ୍ତି ସ୍ଥାପନ କରିଛନ୍ତି । ଏହି ଉତ୍ସବରେ ମୁଖ୍ୟ ଅତିଥି ଭାବେ ଜେ.ଏନ.ୟୁ ର ପୂର୍ବତନ ଛାତ୍ର ତଥା କଣ୍ଟାବାଞ୍ଝି କଲେଜର ଅଧ୍ୟାପକ ଜିତେନ୍ଦ୍ର ସୁନା ଯୋଗ ଦେଇ ଥିଲେ ।ଏବଂ ଆଦିବାସୀ ଏକତା ପରିଷଦ ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଭାସ୍କର ପ୍ରଧାନ ,ଆଦିବାସୀ ଏକତା ପରିଷଦର ସଭାପତି ପ୍ରଦୀପ କଂହର ,କୁଇ ସମାଜ ସଭାପତି ଭୀମସେନ ପ୍ରଧାନ ,ଜିଲ୍ଲା ପରିଷଦ ସଭ୍ୟ ଘୁ,ଉଦୟଗିରି ଆମର ସିଂ ନାୟକ ,ବୁଲିଅନ ନାୟକ ,ଏବଂ ଆଠଟି ପଞ୍ଚ।ୟତର ସରପଂଚ ଏବଂ ସମିତି ସଭ୍ୟ ମନେ ଉପସ୍ଥିତ ଥିଲେ । ex କମିଶନର ପ୍ରଭାକର ପ୍ରଧାନ ,ଡ଼ଃ ଆମ୍ବେଦକର ନ୍ୟାୟ ପ୍ରତିଷ୍ଠାନ ର ସଭାପତି ଶ୍ରୀ ଆମନ ପ୍ରଧାନ ,ଏବଂ ସହଯୋଗୀ ଫିରୋଜ ଦିଗ।ଲ,ବିଭୁନନ୍ଦନ ପ୍ରଧାନ ,ବୁଦ୍ଧଦେବ ନାୟକ ,ପ୍ରମଦ ଚରଣ ବେହେରା ,N ରାଜା ରାଓ ,ଏବଂ ଅଞ୍ଚଳବାସୀ ଓ ଆର।ଶ୍ମିନ ହାଇସ୍କୂଲର ଛାତ୍ର ଛାତ୍ରୀ ମାନେ ଉପସ୍ଥିତ ଥିଲେ ।

















