ବାଲିଗୁଡ଼ା (ଡି.ଏଚ୍/ବାଳକୃଷ୍ଣ ପାଢୀ) ; କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ବ୍ଲକରେ ବିଭିନ୍ନ ପଞ୍ଚାୟତରେ କନ୍ଧମାଳ ଜିଲ୍ଲା ଆରକ୍ଷଣ ଅଧିକାରୀ ପ୍ରତୀକ ସିଂଙ୍କ ନିର୍ଦେଶ କ୍ରମେ ବାଲିଗୁଡ଼ା ଥାନା ଓ ଅବକାରୀ ବିଭାଗ ଦ୍ୱାରା ମିଳିତ ଚଢ଼ାଉରେ ଗଞ୍ଜେଇ ଗଛ କଟାଯାଇଛି ଏହା କୁଟିକିଆ ଓ ବୁଦୃକିଆର ପଦମାପଦର ୨ଟି ପଞ୍ଚାୟତରେ ୧୭୨ଏକର ଜମିରେ କଟାଯାଇଥିଲା ଏହାର ଆନୁମାନିକ ମୂଲ୍ୟ ୧୭କୋଟିରୁ ଉର୍ଦ୍ଧ ହେବବୋଲି ବାଲିଗୁଡ଼ା ଥାନା ଭାରପ୍ରାପ୍ତ ଅଧିକାରୀ ପ୍ରଶାନ୍ତ ବେହେରା ଓ ଅବକାରୀ ବିଭାଗର ଅଫିସ ଅଧିକାରୀ ମାଧବ କୌଶଲ୍ୟା ସୂଚନା ଦେଇଛନ୍ତି
















