Friday, November 20, 2026
ADVERTISEMENT
Home ଆଞ୍ଚଳିକ ଆଦର୍ଶ ଆବାସିକ ବିଦ୍ୟାଳୟରେ ବାର୍ଷିକ ଉତ୍ସବ

ଆଦର୍ଶ ଆବାସିକ ବିଦ୍ୟାଳୟରେ ବାର୍ଷିକ ଉତ୍ସବ

319
ADVERTISEMENT

କେ.ନୂଆଗାଁ,୭।୧୨(ଡି.ଏଚ/ପ୍ରଶାନ୍ତ କୁମାର ନାୟକ) : କନ୍ଧମାଳ ଜିଲ୍ଲା କେ ନୂଆଗାଁ ବ୍ଲକ ମହାସିଙ୍ଗ ପଞ୍ଚାୟତରେ ଏକଲବ୍ୟ ଆଦର୍ଶ ବିଦ୍ୟାଳୟ ତରଫରୁ ବାର୍ଷିକ ଉତ୍ସବ ପାଳନ କରାଯାଇଛି । ଏହି ଉତ୍ସବରେ ବାଲିଗୁଡ଼ା ଉପଜିଲ୍ଲାପାଳ ରାଜେନ୍ଦ୍ର କୁମାର ରଞ୍ଜିତ, ଫୁଲବାଣୀ ପ୍ରକଳ୍ପ ଅଧିକାରୀ,ଜିଲ୍ଲା ମଙ୍ଗଳ ଅଧିକାରୀ ଶେଷଦେବ ବେହେରା, ଯୋଗଦେଇଥିଲେ । ପ୍ରଥମେ ଦୀପ ପ୍ରଜ୍ୱଳନ କରିବା ପରେ ଅଭିଭାଷଣ ଦେବାସହ ପୁରସ୍କାର ବିତ୍ତରଣ କରାଯାଇଥିଲା, ଏହା ପରେ ଛାତ୍ର ଛାତ୍ରୀଙ୍କ ରଙ୍ଗାରଙ୍ଗ କାର୍ଯ୍ୟକ୍ରମ କରଯାଇଥିଲା ।

Advertisement