କୋଟଗଡ଼,୬/୧୨(ଡିଏଚ/ନଳୀନି କାନ୍ତ ମିଶ୍ର):କନ୍ଧମାଳ ଜିଲ୍ଲାରେ ଏକ ମହାସଭା ଆୟୋଜନ କରାଯାଇଥିଲା ଓ ସେଥିରେ ଖ୍ରୀଷ୍ଟ ଜନ୍ମ ଉତ୍ସବ ପାଳନ କରାଯାଇଥିଲା l ସେଥିରେ ବାଲିଗୁଡା ବ୍ଲକ, ତୁମୁଡିବନ୍ଧ ବ୍ଲକ ଓ କୋଟଗଡ ବ୍ଲକ ର ବୁଦ୍ଧି ଯିବି ଓ ମା ଭଉଣୀ ମାନେ ଯୋଗ ଦେଇଥିଲେ l ସେଥିରେ ସୁଦୂର ରାୟପୁର ରୁ ରି ବାଇବେଲ ସ୍ରଷ୍ଟା ଶ୍ରୀ କିଶୋର ଚନ୍ଦ୍ର ଦିଗାଲ ଖ୍ରୀଷ୍ଟ ଧର୍ମ ବିଷୟରେ ବୁଝାଇଥିଲେ ଓ ମୁଖ୍ୟ ଅତିଥି ଭାବରେ ଶ୍ରୀଯୁକ୍ତ ଏକ୍ସ M.L.A ରାଜୀବ ପାତ୍ର, ମୋନଜ ସାବତ I.I.C ଶ୍ରୀ ହରମୋହନ ନାୟକ B.D.O କୈଳାଶ ଚନ୍ଦ୍ର ମୁର୍ମୁ, ତହସିଲଦାର ଲକ୍ଷ୍ମଣ ଚରଣ ସୁରେନ ସରପଞ୍ଚ ଶ୍ୱେତନିଲା ସୁକାମାଝି ନୁରଦୁ ସୁକାମାଝି GVS ପାନ୍ତୁଲୁ ରାଓ (ଭାଇସ ଚୟାର ମ୍ୟାନ ) ଓ ଅନ୍ୟାନ୍ୟ ଭଦ୍ର ବ୍ୟକ୍ତି ଏହି ମହାସଭା ଟିକୁ ଆୟୋଜନ କରିଥିଲେ ଓ ସନ୍ଧ୍ୟା ରେ କେକ୍ କାଟିବା ସହିତ ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ଆୟୋଜନ କରିଥିଲେ l

















