ଦାରିଙ୍ଗବାଡି,୨।୧୨,(ଡି.ଏଚ/ପ୍ରିୟରଞ୍ଜନ) : ଗତକାଲି ପ୍ରେମ ସଂସ୍ଥା ତରଫରୁ H.I.V ଏଡ଼ସ ଡେ ଆୟୋଜିତ ହୋଇଥିଲା l ସେଥିରେ ୨00 ସହ ରୁ ଅଧିକ ଛାତ୍ର ଛାତ୍ରୀ ଯୋଗ ଦେଇଥିଲେ l ଦାରିଙ୍ଗବାଡି ତିନିଛକ ଠାରୁ ଆରମ୍ଭ କରି ଚାରିଛକ ଓ ଦାରିଙ୍ଗବାଡି ବ୍ଲକ ଓ ତହସିଲ ଅଫିସରେ ଛାତ୍ର ଛାତ୍ରୀ ମାନେ ପରିକ୍ରମା କରିଥିଲେ ଓ ପ୍ରେମ ସଂସ୍ଥାର ପ୍ରୋଜେକଟ ମ୍ୟାନେଜର ପିଲାମାନଙ୍କୁ H.I.V ବିଷୟରେ ସଚେତନ ଦେଇଥିଲେ l ଦାରିଙ୍ଗବାଡି ବ୍ଲକ କୋଡିନେଟର ସଞ୍ଜୟ କୁମାର ଦିଗାଲ ସହଯୋଗ କରିଥିଲେ l ଦାରିଙ୍ଗବାଡି KISSର ବ୍ଲକ କୋଡିନେଟର ମୁକେଶ କୁମାର ନାୟକ କିଛି ଅଭିଭାଷଣ ଦେଇଥିଲେ l

















