ବ୍ରହ୍ମପୁର,୨୯/୧୧(ଡି.ଏଚ/ଗୁରପ୍ରସାଦ): ସଦର ଥାନା ଅଧୀନରେ ଥିବା ନିମଖଣ୍ଡି ଫାଣ୍ଡିର ASI ଶ୍ରୀ ପ୍ରଫୁଲ୍ଲ ଚନ୍ଦ୍ର ଶତପଥୀ ନିଲମ୍ବିତ ହେବା ପରେ ଆଜି ଶ୍ରୀଯୁକ୍ତ ଧୋବା ସ୍ୱାଇଁ ନୂତନ ASI ଭାବେ ଯୋଗ ଦେଇଛନ୍ତି ଏବଂ ଲୋଚପଡ। ଗ୍ରାମର ସମାଜସେବୀ ଶ୍ରୀଯୁକ୍ତ ସୁଶାନ୍ତ କୁମାର ସାହୁ ତାଙ୍କ ସହ ସାକ୍ଷାତ କରି ଫୁଲତୋଡ଼ା ଦେଇ ସମ୍ମାନିତ କରିଥିଲେ ଓ ଏରିଆର ସମସ୍ତ ଖବର ବିଷୟରେ ଆଲୋଚନା କରିଥିଲେ ।

















