Saturday, November 21, 2026
ADVERTISEMENT
Home ଆଞ୍ଚଳିକ ଘରଇ ବସର ଚକା ଜାମ osrtc ବସରେ ହାତଗଣତି ଯାତ୍ରୀଙ୍କ ଯାତ୍ରା

ଘରଇ ବସର ଚକା ଜାମ osrtc ବସରେ ହାତଗଣତି ଯାତ୍ରୀଙ୍କ ଯାତ୍ରା

547
ADVERTISEMENT

ବ୍ରହ୍ମପୁର,୨୯/୧୧(ଡି.ଏଚ/ଇ.ରଞ୍ଜନ) : ବ୍ରହ୍ମପୁର ସହର ଭିତରେ ଦୀର୍ଘ ଦିନ ଧରି ଯାତ୍ରୀ ମାନଙ୍କୁ ଯାତ୍ରା କରୁଥିବା ଘରଇ ବସ ଚଳାଚଳ କରୁଥିବା ୬ ଚକିଆ ଘରଇ ବସର ନୂତନ ହଳଦିଆପଦର ବସ ଷ୍ଟାଣ୍ଡରେ ଚକାଜାମ ହଇରହିଛି l ବର୍ତ୍ତମାନ ସରକାରୀ osrtc ନୂତନ ବସ ଗୁଡିକରେ କିଛି ଯାତ୍ରୀ ଖୁସିରେ ଯାଉଥିବା ବେଳେ ଅଧିକାଂଶ ଯାତ୍ରୀ କୁଣ୍ଠାବୋଧ ମନଭାବରେ ଯାତ୍ରୀ ଯାତ୍ରା କରୁଥିବା ମତପ୍ରକାଶ କରନ୍ତି l ଜନସାଧାରଣଙ୍କୁ ବିଭିନ୍ନ ସରକାରୀ ଓ ପ୍ରଶାସନ ମିଳିତ ଭାବେ ଟ୍ରାଫିକ ସମସ୍ୟାରୁ ସାଧାରଣ ରୋଗୀସେବାରେ ନିୟୋଜିତ ଆମ୍ବୁଲାନ୍ସ ଗୁଡିକ ଟ୍ରାଫିକ ମଝିରେ ଛନ୍ଦୀହଇ କିଭଳି ନରହିବେ ତାହାକୁ ମଧ୍ୟ ସୁଧୁରିବା ନିମନ୍ତେ ପ୍ରଶାସନର ଏକ ବଡ଼ ପଦକ୍ଷେପ ନେବା ଉଚିତ ବୋଲି କିଛିଯାତ୍ରୀ ମାନେ ନିଜ ନିଜର ମତ ପ୍ରକାଶ କରିଛନ୍ତି l

Advertisement