Friday, November 20, 2026
ADVERTISEMENT
Home ଆଞ୍ଚଳିକ ଏଲୋହିମ ସହଭାଗିତାଙ୍କ ପ୍ରାର୍ଥନା ସଭା

ଏଲୋହିମ ସହଭାଗିତାଙ୍କ ପ୍ରାର୍ଥନା ସଭା

325
ADVERTISEMENT

ବାଲିଗୁଡ଼ା,୨୭।୧୧(ଡି.ଏଚ/ ଟିକି ଦଣ୍ଡିଆ) : କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ସଭାଗୃହଠାରେ ପ୍ରାର୍ଥନା ସଭା ଅନୁଷ୍ଠିତ ହୋଇଯାଇଛି । ଏହି ସଭାରେ ମୁଖ୍ୟ ଅତିଥି ଭାବେ ଅନ୍ତର୍ଜାତୀୟ ପରମେଶ୍ୱର ରାଜ ଦୂତଙ୍କ ପ୍ରତିଷ୍ଠାତା ପ୍ରଫେସର ଡକ୍ଟର ଜିତେନ୍ଦ୍ର ଛାରଟିଆ (ବିଷୋପ )ଓ ପ୍ରଚାରକ ରାନୀଶ କେରଳ ଯୋଗଦେଇ ଲୋକ ମାନଙ୍କୁ ଯୀଶୁଙ୍କ ବାଣୀ ବିଷୟରେ ବୁଝାଇବା ସହ ଅନାନ୍ୟ କାର୍ଯ୍ୟକ୍ରମ କରାଯାଇଛି ।ଏହି ସଭାରେ କନ୍ଧମାଳ ଜିଲ୍ଲା ସମସ୍ତ ବ୍ଲକର ଭାଇ ଭଉଣୀ ଓ ବାପା ମା ଯୋଗଦେଇଥିଲେ ।

Advertisement