Friday, November 20, 2026
ADVERTISEMENT
Home ଆଞ୍ଚଳିକ ପ୍ରେମ ସଂସ୍ଥା ତରଫରୁ ଅନ୍ତର୍ଜାତୀୟ କମଳା ଦିବସ ପାଳନ

ପ୍ରେମ ସଂସ୍ଥା ତରଫରୁ ଅନ୍ତର୍ଜାତୀୟ କମଳା ଦିବସ ପାଳନ

289
ADVERTISEMENT

ଦାରିଙ୍ଗବାଡ଼ି,୨୬।୧୧ (ଡି.ଏଚ/ପ୍ରିୟ ରଞ୍ଜନ ନାୟକ) : କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡ଼ି ବ୍ଲକ ଅନ୍ତର୍ଗତ କୀଲାବାଡ଼ୀ ଠାରେ କମଳା ଦିବସ ପାଳନ କରାଯାଇଛି । ଏହି କାର୍ଯ୍ୟକ୍ରମକୁ ସଞ୍ଜୟ କୁମାର ଡିଗାଲ, ସୁଭାଷିନୀ ପ୍ରଧାନ, ସୁଦର୍ଶନ ପ୍ରଧାନ ପରିଚାଳନା କରିଥିବା ସହ ଆଦିବାସୀ ଦଳିତ ମହିଳାମାନଙ୍କୁ ସଚେତନ କରିବା ପାଇଁ ବୁଝାଯାଇଥିଲା । ଏହି କାର୍ଯ୍ୟକ୍ରମରେ ଆଠ ଗୋଟି ମହିଳା ଗ୍ରୁପକୁ ଆଦର୍ଶ ଗ୍ରୁପ ଭାବେ ଘୋଷଣା କରାଯାଇଥିଲା ।

Advertisement