Friday, September 25, 2026
ADVERTISEMENT
Home ଆଞ୍ଚଳିକ ଚତୁର୍ଥ ଶ୍ରେଣୀ କର୍ମଚାରୀ ସଙ୍ଘର ବାର୍ଷିକ ସମ୍ମିଳନୀ

ଚତୁର୍ଥ ଶ୍ରେଣୀ କର୍ମଚାରୀ ସଙ୍ଘର ବାର୍ଷିକ ସମ୍ମିଳନୀ

346
ADVERTISEMENT

ଫୁଲବାଣୀ,୨୫/୧୧(ଡି.ଏଚ/ପ୍ରଶାନ୍ତ ପାତ୍ର):କନ୍ଧମାଳ ଜିଲ୍ଲା ଫୁଲବାଣୀ ଠାରେ ଚତୁର୍ଥ ଶ୍ରେଣୀ କର୍ମଚାରୀ ସଙ୍ଘ ତରଫରୁ ବାର୍ଷିକ ସମ୍ମିଳନୀ ଆୟୋଜନ କରାଯାଇଛି ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଶ୍ରୀଯୁକ୍ତ ସରୋଜ କୁମlର ମହାନ୍ତି, ରାଜ୍ୟ ସଂଘ ସଭାପତି, ସମ୍ମାନିତ ଅତିଥି ଦୀନବନ୍ଧୁ ମୁଦୁଲି ଖୋର୍ଦ୍ଧା ସଭାପତି, ନିମନ୍ତ୍ରିତ ଅତିଥି ସୁବଳ କିଶୋର ମହାନ୍ତି ରାଜ୍ୟ ସଙ୍ଘ ସମ୍ପାଦକ, ପ୍ରଫୁଲ ପାଢ଼ୀ ପୁରି ଜିଲ୍ଲା ସଭାପତି, ତ୍ରିନାଥ ସେଠି ସମ୍ପାଦକ ଖୋର୍ଦ୍ଧା, ବାର୍ଷିକୀ ସମିଳନୀ ଚତୁର୍ଥ ଶ୍ରେଣୀ କର୍ମଚାରୀ ସଙ୍ଘ ଫୁଲବାଣୀକୁ ଆସିଥିଲେ, ନୂତନ କର୍ମକର୍ତ୍ତା ନିର୍ବାଚିତ ହେଲା, ଜିଲ୍ଲା ସଭାପତି ଫୁଲବାଣୀ ରୂପେ ବିଷ୍ଣୁ ଚରଣ ମହାଙ୍କୁଡ, ଉପସଭାପତି ରୂପେ ପାର୍ଥବ ନାୟକ, ନିଖିଳାନନ୍ଦ ପାଣିଗ୍ରାହୀ, ସୁରେଶ କୁମାର ଅମାୟତ, ଚୟନ କରାଯାଇଥିବା ସହ ଆସିଥିବା କର୍ମଚାରୀଙ୍କ ଅଭିଯୋଗ ମଧ୍ୟ୍ୟ ରଖାଯାଇଛି ଏହି କାର୍ଯ୍ୟକ୍ରମରେ ଜିଲ୍ଲାର ସମସ୍ତ କର୍ମଚାରୀ ଉପସ୍ଥିତ ରହିଥିଲେ l

Advertisement