ବ୍ରହ୍ମପୁର,୨୪।୧୧(ଡି.ଏଚ/ଇ.ରଞ୍ଜନ) : ବ୍ରହ୍ମପୁର ସହରରେ ସତ୍ୟସାଇ ବାବାଙ୍କ ୯୪ତମ ଜନ୍ମଦିନ ପାଳନ ହଇଯାଇଛି l ସତ୍ୟ ସାଇ ବାବାଙ୍କ ଜନ୍ମ ଆନ୍ଧ୍ରପ୍ରଦେଶ ଅନନ୍ତପୁରମ ଜିଲ୍ଲାର ପୁଟପତ୍ତି ଗ୍ରାମରେ ବାବାଙ୍କ ଜନ୍ମ ଦିବସ ସାରା ଭାରତ ବର୍ଷ ପାଳନ କରୁଥିବା ସାଙ୍ଗକୁ ଏହା ପୃଥିବୀର ବିଭିନ୍ନ ଦେଶ ମାନଙ୍କରେ ନଭେମ୍ବର ୨୩ ତାରିଖ ରୂପେ ପାଳନ ହଇଆସୁଥିବା ବେଳେ ଆଜି ଦକ୍ଷିଣ ଓଡିଶାରେ ବ୍ରହ୍ମପୁର ସମେତ ଜ଼ିଲ୍ଲାରେ ସମସ୍ତ ଗ୍ରାମାଞ୍ଚଳ ସହ ସହରାଞ୍ଚଳ ସତ୍ୟସାଇ ସେବକ ମାନେ ନିଜ ନିଜର ସମିତି ମାନଙ୍କରେ ବହୁ ଆଡମ୍ବରରେ ବାବାଙ୍କ ଭୋଜନ ଗୀତ ଓ ନାମ ନେଇ ଦୋଳିରେ ସାଇଙ୍କ ଫୋଟୋ ଚିତ୍ରକୁ ସ୍ମରଣ କରି ହାପି ବାର୍ଥ ଡେ ସାଇ ନାମ ସଂକୀର୍ତ୍ତନ କରିଥିଲେ l ଏହା ପରେ ଅଳତି କାର୍ଯ୍ୟକ୍ରମ ସାରି ପ୍ରସାଦ ସେବନ କରି ବହୁ ଧୁମଧାମରେ ବାବାଙ୍କ ୯୪ତମ ଜନ୍ମଦିନ ପାଳନ କରାଯାଇଥିଲା l

















