Friday, September 25, 2026
ADVERTISEMENT
Home ଆଞ୍ଚଳିକ ଦାରିଙ୍ଗବାଡ଼ିରୁ ବ୍ରହ୍ମପୁର ଯାଉଥିବା ଏକ ମାରୁତି ସ୍ବିଫ୍ଟ ଭାରସମ୍ୟ ହରାଇ ଦୁର୍ଘଟଣା

ଦାରିଙ୍ଗବାଡ଼ିରୁ ବ୍ରହ୍ମପୁର ଯାଉଥିବା ଏକ ମାରୁତି ସ୍ବିଫ୍ଟ ଭାରସମ୍ୟ ହରାଇ ଦୁର୍ଘଟଣା

427
ADVERTISEMENT

ଦାରିଙ୍ଗବାଡି,୨୪।୧୧(ଡି.ଏଚ/ପ୍ରିୟ ରଞ୍ଜନ ନାୟକ) : କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡ଼ିରୁ ବ୍ରହ୍ମପୁର ଯାଉଥିବାବେଳେ ଗଞ୍ଜାମ ଜିଲ୍ଲା ସୋରଡ଼ା ବ୍ଲକ ଅନ୍ତର୍ଗତ ସନୁପାଲି ଠାରେ ଡ୍ରାଇଭର ଭାରସମ୍ୟ ହରାଇ ଏକ ମାରୁତି ସୁଇଫ୍ଟ ଡିଜାଏର ଶଙ୍ଖ ତଳକୁ ଓଲଟି ଯାଇଥିବାରୁ ଗାଡ଼ିରେ ବସିଥିବା ସମସ୍ତ ଆହାତ ହୋଇଥିବା ଜଣାପଡ଼ିଛି । ଆହାତ ହୋଇଥିବା ସମସ୍ତ ଲୋକଙ୍କୁ ସୋରଡ଼ା ଡାକ୍ତର ଖାନାକୁ ନିଆଯାଇ ସେଠାରେ ଚିକିତ୍ସା କରାଯାଇଛି, ଗାଡ଼ିଟି ଦାରିଙ୍ଗବାଡ଼ି ରୀନା ମେଡ଼ିକାଲର ବୋଲି ଜଣାପଡ଼ିଛି ।

Advertisement