Saturday, November 21, 2026
ADVERTISEMENT
Home ଆଞ୍ଚଳିକ କନ୍ଧମାଳ ଜିଲ୍ଲା ପାଇଁ ଗର୍ଵର ବିଷୟ : ଶ୍ରୀମତୀ ଜଲୀନା ପ୍ରିୟଦର୍ଶିନୀଙ୍କୁ ରାଜ୍ୟ ମହିଳା...

କନ୍ଧମାଳ ଜିଲ୍ଲା ପାଇଁ ଗର୍ଵର ବିଷୟ : ଶ୍ରୀମତୀ ଜଲୀନା ପ୍ରିୟଦର୍ଶିନୀଙ୍କୁ ରାଜ୍ୟ ମହିଳା କମିଶନର ସଦସ୍ୟା ଭାବେ ଚୟନ କରାଯାଇଛି

549
ADVERTISEMENT

ଜି.ଉଦୟଗିରି,୨୨ା୧୧(ଡି.ଏଚ/ରାହୁଲ କୁମାର ଜେନା) :କନ୍ଧମାଳ ଜିଲ୍ଲା ଜୀ.ଉଦୟଗିରିର ବିଧାୟକ ପ୍ରାର୍ଥୀନୀ ଭାବେ ଲବି କରିଥିବା ଶ୍ରୀମତୀ ଜଲୀନା ପ୍ରିୟଦର୍ଶିନୀ ପ୍ରଧାନଙ୍କୁ ଆଜି ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ ରାଜ୍ୟ ପାଇଁ ମହିଳା କମିଶନ ସଦସ୍ୟା ଭାବେ ଦାୟିତ୍ୱ ଦେଇଛନ୍ତି ସେ ଖୁସି ହେବା ସହ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କୁ ମଧ୍ୟ୍ୟ ଧନ୍ୟବାଦ ଜଣାଇଛନ୍ତି ଜଲୀନା ପ୍ରିୟ ଦର୍ଶିନୀ ଜୀ.ଉଦୟଗିରି ଏନଏସି ୮ ନମ୍ବର ୱାର୍ଡର କାଉନ୍ସିଲର ଭାବେ ଦାୟିତ୍ୱ ତୁଲାଇବା ସହ ବହୁତ ଉନ୍ନୟନ ମୂଳକ କାର୍ଯ୍ୟ କରିଆସିଛନ୍ତି ସେ ପୂର୍ବରୁ ରାଜ୍ୟ ମହିଳା ବିଜେଡ଼ି ସାଧାରଣ ସମ୍ପାଦକ ଦାୟିତ୍ୱରେ ଥିଲେ ସେ ତାଙ୍କର ରାଜନୈତିକ କ୍ୟାରିୟର ପାଞ୍ଚ ବର୍ଷ ହେଲା ଆରମ୍ଭ କରିଥିଲେ ଆଜି ଏହା ସାରା ଜିଲ୍ଲାରେ ଚହଳ ସୃଷ୍ଟି କରିଛି

Advertisement