Friday, November 20, 2026
ADVERTISEMENT
Home ଆଞ୍ଚଳିକ ଘରେ ରାନ୍ଧିବା ବେଳେ ଅସାଵଧାନ ଯାଗୁଁ ସିଲିଣ୍ଡରରୁ ଗ୍ୟାସ ଲିକ ହୋଇ ଘରେ ନିଆଁ...

ଘରେ ରାନ୍ଧିବା ବେଳେ ଅସାଵଧାନ ଯାଗୁଁ ସିଲିଣ୍ଡରରୁ ଗ୍ୟାସ ଲିକ ହୋଇ ଘରେ ନିଆଁ ଲାଗିଗଲା

421
ADVERTISEMENT

କୋଟଗଡ,୨୨ା୧୧(ଡି.ଏଚ/ନଳିନୀ କାନ୍ତ ମିଶ୍ର ) : କୋଟଗଡ଼ରେ ତା୨୨ା୧୧ ତାରିଖ ସକାଳୁ କୁମ୍ଭାର ସାହି ଶ୍ରୀ ବିଜୟ ସାବତଙ୍କ ଘରେ ଗ୍ୟାସ ସିଲିଣ୍ଡର ଅସାଵଧନl ହେତୁ କୁକିଙ୍ଗ ଗ୍ୟାସରୁ ଗ୍ୟାସ ଲିକ୍ ହୋଇ ଘରେ ନିଆଁ ଲାଗିଗଲା କିଛି ଆସବାବ ପତ୍ର ପୋଡି ହୋଇ ଯାଇଛି । ଖବର ପାଇ ତୁରନ୍ତ ଫାଂୟେର ଵାଲା ଆସି ନିଆଁକୁ ଆୟତ୍ତ କରି ଥିଲେ।

Advertisement