Friday, November 20, 2026
ADVERTISEMENT
Home ଆଞ୍ଚଳିକ ଜୁଆ ଆଡ୍ଡା ଉପରେ ଚଢ଼ାଉ :୧୧ଜଣ ଗିରଫ

ଜୁଆ ଆଡ୍ଡା ଉପରେ ଚଢ଼ାଉ :୧୧ଜଣ ଗିରଫ

327
ADVERTISEMENT

ବ୍ରହ୍ମପୁର,୨୦ା୧୧(ଡି.ଏଚ/ସୁଦାମ ମହାରଣା) : ପାଟପୁର ଥାନା ଅନ୍ତର୍ଗତ ଗୁଡିଆପାଟଣା ପାତ୍ର ଢେପରେ ଚାଲିଥିବା ଏକ ଜୁଆ ଆଡ୍ଡା ଉପରେ ପୁଲିସ ଚଢ଼ାଉ କରି ୧୧ଜଣଙ୍କୁ ଗିରଫ କରିଛି। କୌଣସି ସୂତ୍ରରୁ ସୂଚନା ପାଇ ଥାନା ଅଧିକାରୀ ଅଜୟ କୁମାର ବାରିକଙ୍କ ନେତୃତ୍ୱରେ ସଦଳବଳ ଚଢ଼ାଉ କରିଥିଲେ । ଚଢ଼ାଉ ବେଳେ ସେମାନଙ୍କ ଠାରୁ ୧୫୩୦୦ଟଙ୍କା,୧୪ଟି ବାଇକ ,୧୦ଟି ମୋବାଇଲ ଜବତ ହୋଇଥବା ସୂଚନା ମିଳିଛି ।

Advertisement