ବ୍ରହ୍ମପୁର,୧୯/୧୧(ଡି.ଏଚ ବ୍ୟୁରୋ):ସ୍ଥାନୀୟ ଲାଞ୍ଜିପଲ୍ଲୀ ନିକଟସ୍ଥ ଜାତୀୟ ରାଜ ପଥଠାରେ ଯାତ୍ରୀବାହୀ ଅଟୋରିକ୍ସା ସହ ଏକ ମୋଟର କାର୍ ଧକ୍କା ହୋଇଥିଲା । ଯାହାଫଳରେ ୫ ଜଣ ଗୁରୁତର ଭାବେ ଆହାତ ହୋଇଥିଲେ ।
ସୁଚନାଯୋଗ୍ୟ ଯେ,ଖଲ୍ଲିକୋଟରୁ ବ୍ରହ୍ମପୁର ଅଭିମୁଖେ ଆସୁଥିବା ଏକ ଯାତ୍ରୀବାହୀ ଅଟୋ ଏକ ମୋଟର କାର୍ ସହ ଧକ୍କା ହୋଇଥିଲା ଯାହାଫଳରେ ଅଟୋରେ ଥିବା ଯାତ୍ରୀମାନେ ଆହାତ ହୋଇଥିଲେ ।

















