Friday, November 20, 2026
ADVERTISEMENT
Home ଆଞ୍ଚଳିକ ମର୍ମନ୍ତୁଦ ଦୁର୍ଘଟଣା : ଏକ ଟ୍ରକ ପୋଲ ତଳକୁ ଓଲଟି ପଡ଼ିଛି

ମର୍ମନ୍ତୁଦ ଦୁର୍ଘଟଣା : ଏକ ଟ୍ରକ ପୋଲ ତଳକୁ ଓଲଟି ପଡ଼ିଛି

272
ADVERTISEMENT

କୋଟଗଡ,୧୮।୧୧(ଡି.ଏଚ/ନଳିନୀ କାନ୍ତ ମିଶ୍ର) : କୋଟଗଡ ବ୍ଲକ ଦୁର୍ଗାପଙ୍ଗା ପଂଚାୟତ ପାଖ ରାସ୍ତାରେ ଏକ ମାଲ ବାହୀ ଟ୍ରକ ଗାଡି ନମ୍ବର ଏ ପି 39 ସି 7819 ଭାର ସାମ୍ୟ ହାରଇ ଏକ ପୋଲା ତଳକୁ ଓଲଟି ପଡ଼ିଚି ଡ୍ରାଇଭର ବେପରୁଆ ଗାଡ଼ି ଚାଳନl ଯୋଗୁ ଏହା ଘଟିଛି ବୋଲି ଦର୍ଶକ କହୁଛନ୍ତି ।

Advertisement