ଆଞ୍ଚଳିକଗଞ୍ଜାମ ଗୌଡ କୋଠଘର ନିର୍ମାଣ ସକାଶେ ଭୂମି ପୂଜା By Dunia Halchal - November 18, 2019 317 Share FacebookXPinterestWhatsApp ADVERTISEMENT ପୋଲସରା,୧୮।୧୧(ଡି.ଏଚ/ସୁଦାମ ମହାରଣା) : ଗଞ୍ଜାମଜିଲ୍ଲା ପୋଲସରା ବ୍ଲକ ଅନ୍ତର୍ଗତ ହାତୀଓଟ ଗ୍ରାମର ଗୌଡ଼ ସମାଜ କୋଠଘରକୁ ପୋଲସରା ବିଧାୟକ ଶ୍ରୀକାନ୍ତ ସାହୁ ଭୁମି ପୂଜା କରିଛନ୍ତି। ଗୌଡ଼ ସମାଜର କର୍ମକର୍ତ୍ତାମାନେ ଉପସ୍ଥିତ ଥିଲେ। Advertisement