କୋଟଗଡ଼,୧୬।୧୧(ଡି.ଏଚ/ନଳିନୀ କାନ୍ତ ମିଶ୍ର ) : ଦୁନିଆ ହାଲଚାଲ ତରଫରୁ ସ୍ୱତନ୍ତ୍ର ସାକ୍ଷାତକାର ଚଳଚିତ୍ର ଜଗତର ହାଷ୍ୟ ଅଭିନେତା ହରି ଭାଇ ଓ ମିସ ଚାନ୍ଦିନୀଙ୍କ ସାଥିରେ କିଛି ବାର୍ତ୍ତାଳାପ । କଳାଶ୍ରୀ ଯୁବ ସଂସଦ ତରଫରୁ ଆଜ କୁ 7ଦିନ ହେବ ଯାତ୍ରା ଜଗତର ଚହଳ କରିଥିବା ଯାତ୍ରା ମାୟନଗରୀର ସ୍ୱତନ୍ତ୍ର କଳାକାର ଭାବେ ହରି ଭାଇ ଓ ମିସ ଚାନ୍ଦିନୀକୁ ଦେଖିବାପାଇଁ ଯାତ୍ରା ମହଲରେ ଭିଡ ଜମିଥିଲା l ଏହି ଯାତ୍ରା ମହଲକୁ କଳାଶ୍ରୀ ଯୁବ ସଂସଦର ସଭାପତି ମୋନଜ ସାବତ, ସରଜ ସାବତ, ସନ୍ତୋଷ ପାଣିଗ୍ରାହୀ, ପପୁ ପଣ୍ଡା, ଟୁକୁ ଭାଇ, ପ୍ରଭାତ ଭାଇ, ଶଙ୍କର ସେଠି, ସୁରେଶ ବେରୁକ ଓ କଳାଶ୍ରୀ ଯୁବକ ସଂଘର ଅନ୍ୟ ସଦଶ୍ୟ ମାନେ ରହି ସୁଚାରୁ ରୂପେ ଯାତ୍ରା ପରିଚାଳନା କରିଥିଲେ।

















