Friday, November 20, 2026
ADVERTISEMENT
Home ଆଞ୍ଚଳିକ ନିମଖଣ୍ଡି ପଞ୍ଚାୟତରେ ମୋ ଗାଁରେ ତହସିଲ କାର୍ଯ୍ୟକ୍ରମ

ନିମଖଣ୍ଡି ପଞ୍ଚାୟତରେ ମୋ ଗାଁରେ ତହସିଲ କାର୍ଯ୍ୟକ୍ରମ

339
ADVERTISEMENT

କୁକୁଡ଼ାଖଣ୍ଡି,୧୬।୧୧(ଡି.ଏଚ/ଈ.ରଞ୍ଜନ) : କୁକୁଡ଼ାଖଣ୍ଡି ବ୍ଲକ ଅନ୍ତର୍ଗତ ନିମଖଣ୍ଡି ଗ୍ରାମ ପଞ୍ଚାୟତରେ ରାଜ୍ୟ ସରକାରଙ୍କ 5ଟି କୁ ଗୁରୁତ୍ୱ ଦେଇ ବିଭିନ୍ନ ଜିଲ୍ଲାରେ ସରକାରଙ୍କ ଯୋଜନାକୁ ଦୃଷ୍ଟିରେ ରଖି ଯୋଜନା ପ୍ରସ୍ତୁତ ହୋଇ ଲୋକାଭିମୁଖି କରୁଥିବା ବେଳେ ଆଜି ନିମଖଣ୍ଡିରେ ମଧ୍ୟ ସରପଞ୍ଚ ପ୍ରଦୀପ ବେହେରାଙ୍କ ତତ୍ତ୍ୱlଭଧାନରେ ମୋ ଗାଁ ତହସିଲ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। ସଭାରେ ତହସିଲଦାରଙ୍କ ଦାୟିତ୍ୱରେ ବିଡ଼ିଓ ଗଦାଧର ପାତ୍ର ମୁଖ୍ୟ ଅତିଥି ରୂପେ ଯୋଗଦେଇ ପଟା ଆବେଦନ କରିଥିବା ଆବେଦନକାରିଙ୍କୁ ପଟା ବଣ୍ଟନ କରିଥିଲେ । ବ୍ଲକ ଅଧକ୍ଷ କାମାକ୍ଷ୍ୟା ପ୍ରସାଦ ପାତ୍ର, ଏମଆଇ ଜି. ପ୍ରଶାନ୍ତ ରାଓ, ଏବିଇଓ ସୁରେନ୍ଦ୍ର ସେନାପତି ପ୍ରମୁଖ ଉପସ୍ଥିତ ଥିଲେ ।

Advertisement