Friday, November 20, 2026
ADVERTISEMENT
Home ଆଞ୍ଚଳିକ କୁକୁଡ଼ାଖଣ୍ଡି ଶିଶୁବିକାଶ ସ୍ବମନ୍ଵୟ ବିଭାଗରେ ସିଡ଼ିପିଓଙ୍କ ଅନୁପସ୍ଥିତକୁ ନେଇ ସାଧାରଣରେ ଅସନ୍ତୋଷ

କୁକୁଡ଼ାଖଣ୍ଡି ଶିଶୁବିକାଶ ସ୍ବମନ୍ଵୟ ବିଭାଗରେ ସିଡ଼ିପିଓଙ୍କ ଅନୁପସ୍ଥିତକୁ ନେଇ ସାଧାରଣରେ ଅସନ୍ତୋଷ

440
ADVERTISEMENT

କୁକୁଡ଼ାଖଣ୍ଡି,୧୬।୧୧(ଡି.ଏଚ/ଈ.ରଞ୍ଜନ): ଗଞ୍ଜାମ ଜିଲ୍ଲାର କୁକୁଡ଼ାଖଣ୍ଡି ବ୍ଲକ ପ୍ରତି ଉଚ୍ଚପଦସ୍ଥ ଅଧିକାରୀଙ୍କ ଅଣଦେଖା ଯୋଗୁଁ କାର୍ଯ୍ୟାଳୟରେ ଶିଶୁବିକାଶ ଅଧିକାରୀଙ୍କ ମାତ୍ରାଧିକ ଅନୁପସ୍ଥିତ ଯୋଗୁଁ କୌଣସି ଲୋକ ଯଦି ଆସିଲେ ସେ ଘଣ୍ଟାଘଣ୍ଟା ସମୟ ଅପେକ୍ଷା କରି ନିରାଶ ହଇଥାଏ l ଯଦି ସେଠାକାର କୌଣସି କର୍ମଚାରିଙ୍କୁ ପଚାରି ବୁଜିଲେ ସେମାନେଙ୍କ ମଧ୍ୟରେ କାହାକୁ ପଚାରିଲେ ମାଡାମ ସବ କଲେକ୍ଟର ଅଫିସରେ ମିଟିଙ୍ଗରେ ଯାଇଥିବା ଦର୍ଶାଉଛନ୍ତି ତ କାହାକୁ ଫିଲଢ଼ରେ ଯାଇଥିବାକହନ୍ତି l ଏଭଳି ଦର୍ଶାଇ କହୁଥିବା ବିଭିନ୍ନ ପ୍ରକାର ମତ କୁ ନେଇ ସାଧାରଣରେ ସଂନ୍ଦେହ ସୃଷ୍ଟି ହେବାସହ ସେଠାକାର ଲୋକେ ମଧ୍ୟ ସୂଚନା ଦିଅନ୍ତି ଯେ ମାଡାମ କେତେବେଳେ ନ ରହି କାର୍ଯ୍ୟାଳୟ କର୍ମଚାରିଙ୍କୁ କାହାକୁ କଣ କହି ବିଦାୟ ଦେବାକୁ କର୍ମକର୍ତ୍ତାଙ୍କୁ କହିବା ନିମନ୍ତେ ନିର୍ଦେଶ ଦେଉଥିବା ମଧ୍ୟ ଶୁଣାଯାଉଛି l ତେଣୁ ଏଥି ପ୍ରତି ଜିଲ୍ଲାପାଳଙ୍କ ଦୃଷ୍ଟିଥିଲେ ମଧ୍ୟ ଜିଲ୍ଲାପାଳ ଆସିବା ପୂର୍ବରୁ ସତର୍କ ରହିଯାଉଥିବାରୁ ସେ ତଦନ୍ତରେ ମଧ୍ୟ ସବୁ ଠିକରେ ଚାଲିଅଛି କହି ଯାଉଛନ୍ତି । କିନ୍ତୁ ତା ପରବର୍ତ୍ତୀ ସମୟରେ ସେଥିରେ ଯେଉଁ ଭଳିକୁ ସେହି ଭଳି ଚାଲିଥିବା କୁଆଯାଉଛି ତେଣୁ ଏହାକୁ କେଉଁ ଭଳି ତଦନ୍ତ ହେଲେ ତାହାର କାର୍ଯ୍ୟାନୁଷ୍ଠାନ ନେଇ ହେବ ତାହା ଉଚ୍ଚ ପଦାଧିକାରୀ ନିର୍ଣ୍ଣୟ କରିବା ପାଇଁ ଅଞ୍ଚଳବାସି ମତପ୍ରକାଶ କରିଛନ୍ତି ।

Advertisement