Saturday, November 21, 2026
ADVERTISEMENT
Home ଆଞ୍ଚଳିକ ସାଗର ସିମେଣ୍ଟର ବୈଠକ ଅନୁଷ୍ଠିତ

ସାଗର ସିମେଣ୍ଟର ବୈଠକ ଅନୁଷ୍ଠିତ

300
ADVERTISEMENT

ବ୍ରହ୍ମପୁର,୧୩/୧୧(ଡି.ଏଚ) : ବ୍ରହ୍ମପୁର ଗୋସାଇଁନୁଆଁ ଗାଁ କାଳୁଆମନ୍ଦିର ଠାରେ ରବିବାର ଦିନ ସାଗର ସିମେଣ୍ଟର ବିକ୍ରୟ ଅଧିକାରୀ ପି ଉଦୟ କିରଣଙ୍କ ତତ୍ତ୍ୱlବଧାନରେ ଏକ ବୈଠକ ଅନୁଷ୍ଠିତ ହଇଥିଲା l ଏଥିରେ ମୁଖ୍ୟ ଅତିଥି ଭାବେ ପ୍ରଶିକ୍ଷଣ ପ୍ରବନ୍ଧକ ଜନାର୍ଦନ ଅରୁଣା ଅଂଚଳମ ଉପସ୍ଥିତ ରହି ସିମେଣ୍ଟର ବିକ୍ରୟକୁ ନେଇ ଗୁରୁତ୍ୱlରପ ରଖିଥିଲେ l ସିମେଣ୍ଟର ଚାହିଦା ବଜ଼ାରରେ ଆଗାମୀ ଦିନରେ କିପରି ଅଗ୍ରଗତିର ହେବ ତାହା ଉପରେ ଏକ ଆଲୋଚନା କରିବା ସହ ସିମେଣ୍ଟ କାରଖାନା ରାଜ୍ୟର ଯାଜପୁର ଠାରେ ନୂତନ ଭାବେ ଏକ ୟୁନିଟଟି 2019 ଜୁନ ମାସରେ ସ୍ଥାପନ ହେବା ସହ ସାଗର ସୁପର ନାମରେ ଏକ ନୂଆ ପରିଚୟ ନେଇ ବଜ଼ାରରେ ଆଗତ ନେଇ ସାଗର ସୁପର ସିମେଣ୍ଟର କାର୍ଯ୍ୟଟି କଂକ୍ରିଟ କାର୍ଯ୍ୟରେ ବେଶ ସହାୟକ ହେବାନେଇ ଅଧିକାରୀ ମାନେ ମତବ୍ୟକ୍ତ କରିଛନ୍ତି l ଏହା ସହ ଆଜିର ଅର୍ଥନୈତିକ ବଜ଼ାର ଦର ମଧ୍ୟବିତ୍ତ ଓ ଗରିବ ଲୋକଙ୍କ ପାଇଁ ସହାୟକ ହେବାନେଇ ସାମଗ୍ରୀକ ଭାବେ ସମସ୍ତଙ୍କ ସାଙ୍ଗରେ ଗତି କରିବା ସହ ସିମେଣ୍ଟଟି ରୋବଟିକ ଜ୍ଞାନକୌଶଳ ରୂପେ ସିମେଣ୍ଟଟି ଉତ୍ପାଦନ ପ୍ରସ୍ତୁତ ହୋଇ ବଜ଼ାରରେ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିବ ବଲି ବୈଠକରେ ଘୋଷଣା କରାଯାଇଥିଲା l ଏଥିରେ ପ୍ରଶିକ୍ଷଣ ଯନ୍ତ୍ରୀ ଶଙ୍କର ପ୍ରସାଦ ପାଢୀ ଧନ୍ୟବାଦ ଅର୍ପଣ କରିଛନ୍ତି l

Advertisement