Saturday, November 21, 2026
ADVERTISEMENT
Home ଆଞ୍ଚଳିକ ବାଲିଛାଇ ଦିବ୍ୟଜୀବନ ସଙ୍ଗ ପକ୍ଷରୁ ଆଧ୍ୟାତ୍ମିକ ସମ୍ମିଳନୀ

ବାଲିଛାଇ ଦିବ୍ୟଜୀବନ ସଙ୍ଗ ପକ୍ଷରୁ ଆଧ୍ୟାତ୍ମିକ ସମ୍ମିଳନୀ

400
ADVERTISEMENT

ପୋଲସରା,୧୧/୧୧ (ଡି.ଏଚ/ସୁଦାମ ମହାରଣା) : ଗଞ୍ଜାମ ଜିଲ୍ଲା ପୋଲସରା ବ୍ଲକ ଅନ୍ତର୍ଗତ ବାଲିଛାଇ ଦିବ୍ୟଜୀବନ ସଙ୍ଘ ପକ୍ଷରୁ ଏକ ଦିବସୀୟ ସାଧନା ଶିବିର ଓ ଆଧ୍ୟାତ୍ମିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି ।ଏହି କାର୍ଯ୍ୟକ୍ରମରେ ପୋଲସରା ବିଧାୟକ ଶ୍ରୀକାନ୍ତ ସାହୁ ଅତିଥି ଭାବେ ଯୋଗଦେଇଥିଲେ । ଦିବ୍ୟଜୀବନ ସଙ୍ଘର ସ୍ବାମୀ ଗୋବିନ୍ଦାନନ୍ଦ ସରସ୍ବତୀ, ସ୍ବାମୀ ବିଦ୍ୟାନନ୍ଦ ସରସ୍ବତୀ, ସ୍ବାମୀ ରାମ ପ୍ରାସାଦ ନନ୍ଦ ସରସ୍ବତୀ ପ୍ରମୁଖ ଉପସ୍ଥିତ ରହି ଆଧ୍ୟାତ୍ମିକ ଜ୍ଞାନ ବିଷୟରେ ଚର୍ଚ୍ଚା କରିଥିଲେ । ବାଲିଛାଇ ସରପଞ୍ଚ ଓ ସମିତି ସଭ୍ୟ ଓ ଫାଣ୍ଡି ଅଧିକାରୀ ଉମାଶଙ୍କର ପ୍ରହରାଜ ପ୍ରମୁଖ ଉପସ୍ଥିତ ଥିଲେ।ଜୟଚନ୍ଦ୍ର ନାୟକ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ।

Advertisement