Saturday, November 21, 2026
ADVERTISEMENT
Home ଆଞ୍ଚଳିକ ବ୍ରହ୍ମପୁର ଗସ୍ତରେ ଓଡ଼ିଆ ସିନେମା ତାରକା

ବ୍ରହ୍ମପୁର ଗସ୍ତରେ ଓଡ଼ିଆ ସିନେମା ତାରକା

466
ADVERTISEMENT

ବ୍ରହ୍ମପୁର,୮/୧୧ (ଡି.ଏଚ/ଈ.ରଞ୍ଜନ ) : ବ୍ରହ୍ମପୁର ସହରରେ ଥିବା ରୁକୁମଣି ସିନେମା ହଲରେ ନୂତନ ଓଡ଼ିଆ ସିନେମା ମାଲମହୂ ଜୀବନ ମାଟି ଭାଗ୍ୟ ନାହିଁ ନେl ଗେରେଣ୍ଟି ଧାରା ବାହିକ ଓଡ଼ିଆ ସିନେମାର ରହସ୍ୟଟି ରୋମାଞ୍ଚକ ରହିଥିବା ସକାଶେ ଆଜି ବ୍ରହ୍ମପୁର ଗ୍ରସ୍ତରେ ଅଭିନୟ ଜଗତର ନାୟକ ବା ଅଭିନେତା ସବ୍ୟସାଚୀ ମିଶ୍ର ଓ ଅଭିନେତ୍ରୀ ଏଲିନା ସାମନ୍ତରାୟ ଓ ବିଧୁସ୍ମିତା ଦାଶ ସହ ହାସ୍ୟ ଅଭିନେତା ଟୁଲୁ ଭାଇ ଦର୍ଶକଙ୍କୁ ଆକୃଷ୍ଟ କରିବା ନିମନ୍ତେ ବ୍ରହ୍ମପୁରରେ ଅବତୀର୍ଣ୍ଣ ହୋଇ ମଞ୍ଚରେ ଯୁବପିଢ଼ିଙ୍କ ନିକଟରେ ଗୀତ,ଡେନ୍ସସାଙ୍ଗକୁ ମଜାଳିଆ ହାଲ୍କା ଭାବେ ଆପଣ ମାନେ ଖୁସି ତ କହିବାରୁ ଉପସ୍ଥିତ ଯୁବକ ମାନଙ୍କ ପ୍ରବଳ ଭିଡ଼କୁ ତାଳିମାରିବା ତଥା ସାଙ୍ଗକୁ ଜବରଦସ୍ତ ମୋବଇଲରେ ଫୋଟୋ ସେଲ୍ଫି ବଡ଼ ଆନନ୍ଦର ସହ ମନମୁଗ୍ଧର ନାଚ ଗୀତକୁ ଦେଖିବା ନିମନ୍ତେ ବ୍ରହ୍ମପୁର ସମେତ ଆଖିପାଖ ଗ୍ରାମର ଉପସ୍ଥିତ ଯୁବ ବର୍ଗ ମାନେ ସିନେମାରେ ଟିଭି ପରଦା ଦେଖାଯାଉଥିବା ହିରୋ ହିରୋଇନଙ୍କ ଚିତ୍ର ବାସ୍ତବରେ ଦେଖିବା ସହ ତାଙ୍କ ସେଲ୍ଫି ମଜ଼ା ନେଇଥିଲେ l ଏବଂ ଅଭିନେତା ଓ ଅଭିନେତ୍ରୀଙ୍କ ସମେତ ତାଙ୍କ କର୍ମକର୍ତ୍ତା ମାନେ ସିନେମା ହଲରେ ଦର୍ଶକଙ୍କ ସହ ସିନେମା ଦେଖିଥିଲେ l

Advertisement