Friday, November 20, 2026
ADVERTISEMENT
Home ଆଞ୍ଚଳିକ ୨୦ତମ ଜିଲ୍ଲା ଯୋଜନା ବୈଠକ

୨୦ତମ ଜିଲ୍ଲା ଯୋଜନା ବୈଠକ

459
ADVERTISEMENT

ଫୁଲବାଣୀ,୭/୧୧(ଡି.ଏଚ/ସୁରେଶ କୁମାର ପଣ୍ଡା)-କନ୍ଧମାଳ ଜିଲ୍ଲା ଫୁଲବାଣୀ ପଞ୍ଚାୟତ ଭବନ ଠାରେ ୨୦ତମ ଯୋଜନା ବୈଠକ ଅନୁଷ୍ଠିତ ହୋଇଯାଇଛିl ଏହି ବୈଠକରେ କନ୍ଧମାଳ ଜିଲ୍ଲା ପର୍ଯ୍ୟବେକ୍ଷକ ତଥା ଜଙ୍ଗଲ ପରିବେଶ ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ, କନ୍ଧମାଳ ସାଂସଦ ଅଚ୍ୟୁତ ସାମନ୍ତ, ଫୁଲବାଣୀ ବିଧାୟକ ଅଙ୍ଗଦ କହଁର ବାଲିଗୁଡା ବିଧାୟକ ଚକ୍ରମଣି କହଁର, ଜି,ଉଦୟଗିରି ବିଧାୟକ ସାଲୁଗା ପ୍ରଧାନ, ଜିଲ୍ଲାପାଳ ଡ଼ି ବୃନ୍ଦା, ପ୍ରକଳ୍ପ ନିର୍ଦେଶକ ବିଶ୍ୱନାଥ ବାରିକ, ଜ଼ିଲ୍ଲା ପରିଷଦ ଅଧକ୍ଷା, ସମସ୍ତ ଅଫିସ ଅଧିକାରୀ ଉପସ୍ଥିତ ରହି ବୈଠକ କରାଯାଇଛି ଏହି ବୈଠକରେ ବିଭିନ୍ନ ପ୍ରକଳ୍ପ ଉପରେ ଆଲୋଚନା କରାଯାଇଛି l

Advertisement