ବାଲିଗୁଡ଼ା,୭/୧୧(ଡି.ଏଚ/ପ୍ରଶାନ୍ତ କୁମାର ନାୟକ)-କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ପେଟ୍ରୋଲ ଟାଙ୍କି ନିକଟରେ ଏକ ଟାବେରା ଗାଡ଼ି ଓଲଟି ଯାଇଥିଲା ଗାଡ଼ି ନମ୍ବର ଓଆର 02ae 4141ଏହି ଗାଡ଼ି ଭୁବନେଶ୍ୱରରୁ ଲାଞ୍ଜିଗଡ଼ ଯାଉଥିଲା ଘଟଣା ସ୍ଥଳରେ ପୋଲିସ ପହଞ୍ଚି ଡ୍ରାଇଭର ଗିରଫ କରି କୋର୍ଟ ଚାଲାଣ କରିଥିଲେ lସମସ୍ତ ଯାତ୍ରୀ ଅଳ୍ପକେ ଆହାତ ହୋଇଥିବା ଜଣା ପଡିଛି l

















