ବାଲିଗୁଡ଼ା,୭/୧୧(ଡି.ଏଚ/ଟିକିଦଣ୍ଡିଆ)-କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ବନବାସୀ ସେବା ସମିତି ତରଫରୁ ସ୍ୱାଧୀନତା ସଂଗ୍ରାମୀ ବିଶ୍ଵନାଥ ପଟ୍ଟନାୟକଙ୍କ ଜନ୍ମଉତ୍ସବରେ ରକ୍ତଦାନ ଶିବିର ଆୟୋଜନ କରାଯାଇଛି lଏହି ଶିବିରରେ ମୋଟ ୪୨ୟୁନିଟ ରକ୍ତ ସଂଗ୍ରହ କରାଯାଇଛି lଏହି ଆୟୋଜନରେ ବନବାସୀ ସେବା ସମିତିର ସଭାପତି ଉସ୍ଛବ ଜେନା ସମ୍ପାଦକ ରବୀନ୍ଦ୍ର ପଣ୍ଡା, କାର୍ଯ୍ୟାଳୟର ଶିକ୍ଷକ,ଶିକ୍ଷୟତ୍ରୀ ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ସଫଳ କରିଥିଲେ l

















